ପୁରୀରେ ପହଞ୍ଚିଲେ କଂଶ ମହାରାଜ: ମହୋଦଧିରେ ଧୋଇଲେ ପାପ
ପୁରୀ,୨୬।୧: ପୁରୀରେ ପହଞ୍ଚିଛନ୍ତି ବରଗଡ଼ର କଂସ ମହାରାଜ । କଂସ ମହାରାଜ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ପାପର ପ୍ରାୟଶ୍ଚିତ ପାଇଁ ପୁରୀ ଆସିଛନ୍ତି। ଧନୁଯାତ୍ରାରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ କଟୁ ମନ୍ତବ୍ୟ ପ୍ରୟୋଗ କରିଥିବାରୁ ପ୍ରାୟଶ୍ଚିତ ପାଇଁ ମହୋଦଧିରେ ସ୍ନାନ କରିବା ସହ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏବଂ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଶରଣାପନ୍ନ ହେବେ । ମହୋଦଧୀରେ ସ୍ନାନ କରିବା ପରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ । ସେ ଶ୍ରୀଜିଉଙ୍କ ସାମ୍ନାରେ ସାଷ୍ଟାଙ୍ଗ ପ୍ରଣିପାତ କରି ପଶ୍ଚାତାପ […] The post ପୁରୀରେ ପହଞ୍ଚିଲେ କଂଶ ମହାରାଜ: ମହୋଦଧିରେ ଧୋଇଲେ ପାପ appeared first on Dharitri Odia News.
ପୁରୀ,୨୬।୧: ପୁରୀରେ ପହଞ୍ଚିଛନ୍ତି ବରଗଡ଼ର କଂସ ମହାରାଜ । କଂସ ମହାରାଜ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ପାପର ପ୍ରାୟଶ୍ଚିତ ପାଇଁ ପୁରୀ ଆସିଛନ୍ତି। ଧନୁଯାତ୍ରାରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ କଟୁ ମନ୍ତବ୍ୟ ପ୍ରୟୋଗ କରିଥିବାରୁ ପ୍ରାୟଶ୍ଚିତ ପାଇଁ ମହୋଦଧିରେ ସ୍ନାନ କରିବା ସହ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏବଂ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଶରଣାପନ୍ନ ହେବେ ।
ମହୋଦଧୀରେ ସ୍ନାନ କରିବା ପରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ । ସେ ଶ୍ରୀଜିଉଙ୍କ ସାମ୍ନାରେ ସାଷ୍ଟାଙ୍ଗ ପ୍ରଣିପାତ କରି ପଶ୍ଚାତାପ କରିଛନ୍ତି ।
The post ପୁରୀରେ ପହଞ୍ଚିଲେ କଂଶ ମହାରାଜ: ମହୋଦଧିରେ ଧୋଇଲେ ପାପ appeared first on Dharitri Odia News.