ପୁରୀରେ ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି ଏବଂ ସତ୍ୟବାଦୀରେ ସଞ୍ଜୟ ଦାସବର୍ମା ଆଗରେ

ନନ୍ଦିଘୋଷ ବ୍ୟୁରୋ: ଜାରି ରହିଛି ଭୋଟ୍ ଗଣତି । ପୋଷ୍ଟାଲ ବାଲାଟ ଗଣତି ହେଉଥିବାବେଳେ କିଛି ସ୍ଥାନରେ ଶେଷ ହୋଇଛି... The post ପୁରୀରେ ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି ଏବଂ ସତ୍ୟବାଦୀରେ ସଞ୍ଜୟ ଦାସବର୍ମା ଆଗରେ appeared first on .

ପୁରୀରେ ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି ଏବଂ ସତ୍ୟବାଦୀରେ ସଞ୍ଜୟ ଦାସବର୍ମା ଆଗରେ

ନନ୍ଦିଘୋଷ ବ୍ୟୁରୋ: ଜାରି ରହିଛି ଭୋଟ୍ ଗଣତି । ପୋଷ୍ଟାଲ ବାଲାଟ ଗଣତି ହେଉଥିବାବେଳେ କିଛି ସ୍ଥାନରେ ଶେଷ ହୋଇଛି । ବିଜେଡି ବହୁ ଆସନରେ ଆଗରେ ରହିଛି । ପୁରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସୁନିଲ ମହାନ୍ତି ଆଗରେ ରହିଥିବାବେଳେ ସତ୍ୟବାଦୀରେ ସଞ୍ଜୟ ଦାଶବର୍ମା ଏବଂ ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ରହିଛନ୍ତି ।

The post ପୁରୀରେ ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି ଏବଂ ସତ୍ୟବାଦୀରେ ସଞ୍ଜୟ ଦାସବର୍ମା ଆଗରେ appeared first on .