ପୁଲିସ ମିଛ ମାମଲା କରି ଏନକାଉଣ୍ଟର ପାଇଁ ଖୋଜୁଛି, ମୋତେ ନ୍ୟାୟ ଦିଆଯାଉ-ସକିଲ
କଟକ: ଗ୍ୟାଙ୍ଗଷ୍ଟାର ସକିଲ ମାଗିଲା ନ୍ୟାୟ। ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ନ୍ୟାୟାଳୟକୁ ନ୍ୟାୟ ପାଇଁ ସୋସିଆଲ ମିଡିଆରେ ପ୍ରାର୍ଥନା କଲେ ସକିଲ ଅହମ୍ମଦ। ସୋସିଆଲ ମିଡ଼ିଆ ଫେସବୁକରେ ପୋଷ୍ଟ କରିଥିବା ଭିଡିଓରେ ସକିଲ କହିଛନ୍ତି ଯେ ମୋତେ ନ୍ୟାୟ ଦିଆଯାଉ । ମୁଁ ଏବେ କୋୖଣସି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ନାହିଁ। ପିଲାଛୁଆ ସଂସାରରେ ରହିବା ପାଇଁ ଚାହୁଁଛି। ଅପରାଧ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଚାହୁଁଛି। ହେଲେ ପୁଲିସ ମିଛ ମାମଲା କରି […]

କଟକ: ଗ୍ୟାଙ୍ଗଷ୍ଟାର ସକିଲ ମାଗିଲା ନ୍ୟାୟ। ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ନ୍ୟାୟାଳୟକୁ ନ୍ୟାୟ ପାଇଁ ସୋସିଆଲ ମିଡିଆରେ ପ୍ରାର୍ଥନା କଲେ ସକିଲ ଅହମ୍ମଦ। ସୋସିଆଲ ମିଡ଼ିଆ ଫେସବୁକରେ ପୋଷ୍ଟ କରିଥିବା ଭିଡିଓରେ ସକିଲ କହିଛନ୍ତି ଯେ ମୋତେ ନ୍ୟାୟ ଦିଆଯାଉ । ମୁଁ ଏବେ କୋୖଣସି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ନାହିଁ। ପିଲାଛୁଆ ସଂସାରରେ ରହିବା ପାଇଁ ଚାହୁଁଛି। ଅପରାଧ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଚାହୁଁଛି। ହେଲେ ପୁଲିସ ମିଛ ମାମଲା କରି ଏନକାଉଣ୍ଟର ପାଇଁ ଖୋଜୁଛି। ନିଜ ଫେସବୁକ ପେଜରେ ଭିଡ଼ିଓ ଜାରି କରି ଏହା କହିଛି ସକିଲ ।