ପୂଜା ମଣ୍ଡପ ବୁଲିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

ଧାମନଗର,୧୨।୧୦(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମହାଷ୍ଟମୀ ଅବସରରେ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କ ବିଧାନସଭା କ୍ଷେତ୍ର ଅଧୀନରେ ଥିବା ଭଗବାନପୁର,ଅସୁରାଳି,ଲେଞ୍ଜରା,ଉଚ୍ଚପଦା,ରଇପୁର,ଧୂଷୁରୀ,ଲୁଣିଆ,ଗୋବିନ୍ଦପୁର,କଲ୍ୟାଣିନଗରୀ,ଖପରପଦା,କାସିମପୁର ଆଦି ମାନଙ୍କ ରେ ହେଉଥିବା ପୂଜା ମଣ୍ଡପରେ ପହଞ୍ଚି ଦେବୀ ଦୁର୍ଗାଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ପ୍ରାର୍ଥନା କରିଥିଲେ।ମନ୍ତ୍ରୀ ପୂଜା ମଣ୍ଡପ ବୁଲିବା ଅବସରରେ ରାଜ୍ୟ […] The post ପୂଜା ମଣ୍ଡପ ବୁଲିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ appeared first on Dharitri Odia News.

ପୂଜା ମଣ୍ଡପ ବୁଲିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

ଧାମନଗର,୧୨।୧୦(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମହାଷ୍ଟମୀ ଅବସରରେ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କ ବିଧାନସଭା କ୍ଷେତ୍ର ଅଧୀନରେ ଥିବା ଭଗବାନପୁର,ଅସୁରାଳି,ଲେଞ୍ଜରା,ଉଚ୍ଚପଦା,ରଇପୁର,ଧୂଷୁରୀ,ଲୁଣିଆ,ଗୋବିନ୍ଦପୁର,କଲ୍ୟାଣିନଗରୀ,ଖପରପଦା,କାସିମପୁର ଆଦି ମାନଙ୍କ ରେ ହେଉଥିବା ପୂଜା ମଣ୍ଡପରେ ପହଞ୍ଚି ଦେବୀ ଦୁର୍ଗାଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ପ୍ରାର୍ଥନା କରିଥିଲେ।ମନ୍ତ୍ରୀ ପୂଜା ମଣ୍ଡପ ବୁଲିବା ଅବସରରେ ରାଜ୍ୟ ବାସୀଙ୍କ ମଙ୍ଗଳ କାମନା କରି ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ।ମନ୍ତ୍ରୀଙ୍କ ଏହି ଗ୍ରସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଅଶୋକ ପୁହାଣ,ମନୋରଞ୍ଜନ ମଲ୍ଲିକ, ଚତୃଭୂଜ ନାୟକ, ରଘୁନାଥ ଲେଙ୍କା, ବିଦ୍ୟାଧର ରାଉତ,ଅଜୟ ବଳ, ଅରବିନ୍ଦ ପତି, ବୈକୁଣ୍ଠ ସାହୁ, ବୁଦ୍ଧଦେବ ଜେନା, ଶ୍ରୀକାନ୍ତ ନାୟକ, ଦୀପ୍ତି ରଞ୍ଜନ ଜେନା,କୈଳାସ ମହାପାତ୍ର, ରଞ୍ଜନ ପଣ୍ଡା, ସରୋଜ ସ୍ବାଇଁ, ଗୟାଧର ନାୟକ,ପ୍ରଶାନ୍ତ ନାୟକ,ରଞ୍ଜନ ମହାନ୍ତି ପ୍ରମୂଖ ନେତୃ ବୃନ୍ଦ ଉପସ୍ଥିତି ଥିଲେ।

The post ପୂଜା ମଣ୍ଡପ ବୁଲିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ appeared first on Dharitri Odia News.