ପୂଜାଙ୍କ ସଂଗୀନ ଅଭିଯୋଗ, 'ସୋନାଲି ନାଣ୍ଡୁ ବାବୁଙ୍କ ଝିଅ ନୁହେଁ ସ୍ତ୍ରୀ'

ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ବା ନାଣ୍ଡୁ ବାବୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଅଭିନେତ୍ରୀ ପୂଜା । ନାଣ୍ଡୁ ବାବୁ କୁଆଡେ ତାଙ୍କୁ ହଇରାଣ ହରକତ କରିଥିବାର ଅଭିଯୋଗ ଆଣିଛନ୍ତି ।

ପୂଜାଙ୍କ ସଂଗୀନ ଅଭିଯୋଗ, 'ସୋନାଲି ନାଣ୍ଡୁ ବାବୁଙ୍କ ଝିଅ ନୁହେଁ ସ୍ତ୍ରୀ'
Array