ପୂରା ଅସଲି ଭଳି ପ୍ୟାକିଂ, ଦେଖିବାକୁ ଠିକଠାକ୍ ! ହେଲେ ସବୁ ନକଲି

ଗତକାଲି ରାଜଧାନୀର ଭୀମଟାଙ୍ଗୀ ଅଞ୍ଚଳରୁ ବିପୁଳ ପରିମାଣର ନକଲି ଟମାଟୋ ଓ ଚିଲି ସସ ଜବତ ପରେ ଫାଷ୍ଟଫୁଡରେ ବ୍ୟବହାର ହେଉଥିବା ଡୁପ୍ଲିକେଟ୍ ସସକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ସଚେତନ ଗ୍ରାହକ।

ପୂରା ଅସଲି ଭଳି ପ୍ୟାକିଂ, ଦେଖିବାକୁ ଠିକଠାକ୍ ! ହେଲେ ସବୁ ନକଲି

ପୂରା ଅସଲି ଭଳି ପ୍ୟାକିଂ, ଦେଖିବାକୁ ଠିକଠାକ୍। ହେଲେ ଖାଇବା ପରେ ପେଟକୁ ଯାଉଛି ହଳାହଳ ବିଷ। କାରଣ ଖାଦ୍ୟ ନାଁରେ ଟଙ୍କା ଦେଇ ଆମେ ଖାଉଥିବା ଖାଦ୍ୟ ପୁରା ନକଲି ଆଉ ଭେଜାଲ। ଗତକାଲି ରାଜଧାନୀର ଭୀମଟାଙ୍ଗୀ ଅଞ୍ଚଳରୁ ବିପୁଳ ପରିମାଣର ନକଲି ଟମାଟୋ ଓ ଚିଲି ସସ ଜବତ ପରେ ଫାଷ୍ଟଫୁଡରେ ବ୍ୟବହାର ହେଉଥିବା ଡୁପ୍ଲିକେଟ୍ ସସକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ସଚେତନ ଗ୍ରାହକ।