ବାରଙ୍ଗ ପୁଅ-ବୋହୁ ପୋଡ଼ି ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ, ସ୍ବାମୀ କରୁଛି ସଂଘର୍ଷ

ଭୁବନେଶ୍ବର ୧।୧୨: ବାରଙ୍ଗରେ ପୁଅ-ବୋହୁଙ୍କୁ ପୋଡ଼ି ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ବୋହୁ ସସ୍ମିତା ରାଉତଙ୍କ ମୃତ୍ୟୁ ହୋଇଛି । ପୁଅ ଦୀନବନ୍ଧୁ ରାଉତଙ୍କ ଅବସ୍ଥା ଗୁରୁତର ରହିଛି । ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଶନିବାର ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା ବାପା । କଟକ ବାରଙ୍ଗ ଥାନା ଗୋଡିସାହି ବାରସିଂଗା ଗାଁରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ରବିବାର ସକାଳେ ସ୍ତ୍ରୀ ସସ୍ମିତା ରାଉତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେହିଭଳି ସ୍ବାମୀ ଗୁରୁତର ଅବସ୍ଥାରେ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି । ବୃଦ୍ଧ ବାପା ପୁଅ ଓ ବୋହୁଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି ।You Can Read:ଚଳିତ ଆର୍ଥିକ ବର୍ଷରୁ ଆୟୁଷ୍ମାନ ଭାରତ, ଖୁବଶୀଘ୍ର ସ୍ୱାକ୍ଷର ହେବ ଏମ୍ଓୟୁ 

ବାରଙ୍ଗ ପୁଅ-ବୋହୁ ପୋଡ଼ି ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ, ସ୍ବାମୀ କରୁଛି ସଂଘର୍ଷ

ଭୁବନେଶ୍ବର ୧।୧୨: ବାରଙ୍ଗରେ ପୁଅ-ବୋହୁଙ୍କୁ ପୋଡ଼ି ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ବୋହୁ ସସ୍ମିତା ରାଉତଙ୍କ ମୃତ୍ୟୁ ହୋଇଛି । ପୁଅ ଦୀନବନ୍ଧୁ ରାଉତଙ୍କ ଅବସ୍ଥା ଗୁରୁତର ରହିଛି । ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । 

ଶନିବାର ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା ବାପା । କଟକ ବାରଙ୍ଗ ଥାନା ଗୋଡିସାହି ବାରସିଂଗା ଗାଁରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ରବିବାର ସକାଳେ ସ୍ତ୍ରୀ ସସ୍ମିତା ରାଉତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେହିଭଳି ସ୍ବାମୀ ଗୁରୁତର ଅବସ୍ଥାରେ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି । ବୃଦ୍ଧ ବାପା ପୁଅ ଓ ବୋହୁଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି ।

You Can Read:

ଚଳିତ ଆର୍ଥିକ ବର୍ଷରୁ ଆୟୁଷ୍ମାନ ଭାରତ, ଖୁବଶୀଘ୍ର ସ୍ୱାକ୍ଷର ହେବ ଏମ୍ଓୟୁ