ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୂର୍ବତନ ସରପଞ୍ଚଙ୍କ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୂର୍ବତନ ସରପଞ୍ଚ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ। କଟକ ବାରଙ୍ଗ ଥାନା ମଧୁବନ ଗାଁର... The post ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୂର୍ବତନ ସରପଞ୍ଚଙ୍କ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ appeared first on .

ନନ୍ଦିଘୋଷ ବ୍ୟୁରୋ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୂର୍ବତନ ସରପଞ୍ଚ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ। କଟକ ବାରଙ୍ଗ ଥାନା ମଧୁବନ ଗାଁର ଘଟଣା। ମଧୁବନ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁମିନା ପ୍ରଧାନଙ୍କ ସ୍ଵାମୀ ପବିତ୍ର ପ୍ରଧାନଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଗାଁର ଭାଗବତ ଗୃହ ନିକଟରେ ପବିତ୍ର ଛିଡା ହୋଇ ଚା ପିଉଥିବା ବେଳେ ପବିତ୍ରକୁ ଆକ୍ରମଣ ହୋଇଥିଲା। ପୂର୍ବରୁ ପବିତ୍ର ଗାଁ କମିଟିର ସଭାପତି ଥିବାବେଳେ ଗାଁରେ ନୂଆକରି କମିଟି ଗଠନ କରାଯାଇଥିଲା। ନୂଆ କମିଟିକୁ ନେଇ ପବିତ୍ର ଅସନ୍ତୋଷ ଥିବା ବେଳେ ସଭାପତି ପଦ ପାଇଁ ଗାଁରେ ଉଷ୍ମତା ଲାଗି ରହିଥିବା ସୂଚନା ।

The post ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୂର୍ବତନ ସରପଞ୍ଚଙ୍କ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ appeared first on .