ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭିନ୍ନକ୍ଷମ ଯୁବକଙ୍କୁ ପିଟିଲେ ଦୁବୃର୍ତ୍ତ
କଟକ ନେମାଳ ଥାନା ବରକୋଳିଆ ବଜାରରେ ଘଟିଛି ଏଭଳି ଘଟଣା।
ନା ଥିଲା ଦୟା, ନା ଥିଲା କ୍ଷମା, ନା ଥିଲା ମଣିଷପଣିଆ। ସବୁ ସୀମା ଲଙ୍ଘିଗଲା ବର୍ବରତା, ଆଉ ଅନ୍ଧ ସାଜିଥିଲା ମାନବିକତା। ଆସିଲେ କିଛି ନପଚାରୁ ହିଁ ନିର୍ଧୁମ ଛେଚି ଚାଲିଲେ। ଯାହାର ପରିଣାମ ଆପଣଙ୍କ ସାମ୍ନାରେ। ଆମେ କହୁଛୁ, କଟକ ଜିଲ୍ଲା ନେମାଳ ଥାନା ବରକୋଳିଆ ବଜାରରେ ଘଟିଥିବା ଗଣ୍ଡଗୋଳର କଥା। ଦେଖନ୍ତୁ ପୂରା ରିପୋର୍ଟ।