ପୂର୍ବତନ ଉପ ଜିଲ୍ଲାପାଳଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ, ଲକ୍ଷେ ଟଙ୍କା ଜରିମାନା କଲେ କୋର୍ଟ

ଭୁବନେଶ୍ବର ୧୩।୯: ଅବସରପ୍ରାପ୍ତ ଉପ ଜିଲ୍ଲାପାଳଙ୍କୁ ଜେଲ୍ ଦଣ୍ଡାଦେଶ । ଦୁଇ ବର୍ଷ ପାଇଁ ଜେଲ୍ ଦଣ୍ଡ ଶୁଣାଇଲେ ଭୁବନେଶ୍ବର ସ୍ପେଶାଲ ଜଜ୍‌ । ଅବସରପ୍ରାପ୍ତ ଉପଜିଲ୍ଲାପାଳ ହେଉଛନ୍ତି ପ୍ରଦୀପ କୁମାର ବାରିକ । ଝାରସୁଗୁଡାର ପୂର୍ବତନ ଉପଜିଲ୍ଲାପାଳ ଥିଲେ ପ୍ରଦୀପ । ୨୦୧୯ରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ୨ ବର୍ଷ ଜେଲ୍‌ ଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜରିମାନା ଶୁଣାଇଲେ କୋର୍ଟ ।You Can Read:ରେଭେନ୍ସା ନାମ ପରିବର୍ତ୍ତନକୁ ନେଇ ସାଂସଦ ଭର୍ତ୍ତୃହରିଙ୍କ ବଡ ବୟାନ, କହିଲେ- ଏବେର ନୁହେଁ ୧୯୭୭ ମସିହାରୁ କରିଆସୁଛି ଦାବି

ପୂର୍ବତନ ଉପ ଜିଲ୍ଲାପାଳଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ, ଲକ୍ଷେ ଟଙ୍କା ଜରିମାନା କଲେ କୋର୍ଟ

ଭୁବନେଶ୍ବର ୧୩।୯: ଅବସରପ୍ରାପ୍ତ ଉପ ଜିଲ୍ଲାପାଳଙ୍କୁ ଜେଲ୍ ଦଣ୍ଡାଦେଶ । ଦୁଇ ବର୍ଷ ପାଇଁ ଜେଲ୍ ଦଣ୍ଡ ଶୁଣାଇଲେ ଭୁବନେଶ୍ବର ସ୍ପେଶାଲ ଜଜ୍‌ । ଅବସରପ୍ରାପ୍ତ ଉପଜିଲ୍ଲାପାଳ ହେଉଛନ୍ତି ପ୍ରଦୀପ କୁମାର ବାରିକ । 

ଝାରସୁଗୁଡାର ପୂର୍ବତନ ଉପଜିଲ୍ଲାପାଳ ଥିଲେ ପ୍ରଦୀପ । ୨୦୧୯ରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ୨ ବର୍ଷ ଜେଲ୍‌ ଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜରିମାନା ଶୁଣାଇଲେ କୋର୍ଟ ।

You Can Read:

ରେଭେନ୍ସା ନାମ ପରିବର୍ତ୍ତନକୁ ନେଇ ସାଂସଦ ଭର୍ତ୍ତୃହରିଙ୍କ ବଡ ବୟାନ, କହିଲେ- ଏବେର ନୁହେଁ ୧୯୭୭ ମସିହାରୁ କରିଆସୁଛି ଦାବି