ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ
ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ । ଯୁବକ ହେଉଛନ୍ତି ରାଜନଗର ବ୍ଲକ କୁରୁଣ୍ଟି ଗାଁର ରଶ୍ମିରଂଜନ ପରିଡା । ଗାଁର ବାତ୍ୟା ଆଶ୍ରୟ ସ୍ଥଳରେ ପଡ଼ିରହିଛି ରଶ୍ମିରଂଜନଙ୍କ କ୍ଷ୍ୟତବିକ୍ଷେତ ମୃତ ଦେହ । ଘଟଣାସ୍ଥଳରେ ରାଜନଗର ପୋଲିସର ତନାଘନା ଜାରି । ଦୁର୍ବୃତ୍ତମାନେ ହତ୍ୟା କରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଏକ କୁରାଢ଼ୀ ପଡ଼ିଥିବା ଦେଖିବାକୁ ମିଳିଛି […] The post ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ appeared first on KNews Odisha.

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ । ଯୁବକ ହେଉଛନ୍ତି ରାଜନଗର ବ୍ଲକ କୁରୁଣ୍ଟି ଗାଁର ରଶ୍ମିରଂଜନ ପରିଡା । ଗାଁର ବାତ୍ୟା ଆଶ୍ରୟ ସ୍ଥଳରେ ପଡ଼ିରହିଛି ରଶ୍ମିରଂଜନଙ୍କ କ୍ଷ୍ୟତବିକ୍ଷେତ ମୃତ ଦେହ । ଘଟଣାସ୍ଥଳରେ ରାଜନଗର ପୋଲିସର ତନାଘନା ଜାରି ।
ଦୁର୍ବୃତ୍ତମାନେ ହତ୍ୟା କରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଏକ କୁରାଢ଼ୀ ପଡ଼ିଥିବା ଦେଖିବାକୁ ମିଳିଛି । ରଶ୍ମିରଂଜନଙ୍କ ଡାହାଣ ପାର୍ଶ୍ଵ କାନ ଓ ତାଙ୍କ ବେକରେ ଗଭୀର ଆଘାତ ହେତୁ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କୁ କିଏ ହତ୍ୟା କରିଛି ତାହା ଏଯାଏ ଜଣାପଡି ନଥିବା ବେଳେ ପୋଲିସ ପହଂଚି ତଦନ୍ତ ଜାରିରଖିଛି । ଘଟଣାସ୍ଥଳକୁ ପଟ୍ଟାମୁଣ୍ଡାଇ sdpo ଗସ୍ତ କରୁଛନ୍ତି ।
The post ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ appeared first on KNews Odisha.