ପୃଥିବୀର ସର୍ବାଧିକ ଲୋକେ କୁହନ୍ତି ଏସବୁ ମିଛ…

କିଛି ପ୍ରଶ୍ନ ଅଛି ଯାହା ଲୋକଙ୍କ ମନରେ ଉଠିପାରେ କିନ୍ତୁ ଏହାର ଉତ୍ତର ନ ଥାଇପାରେ। କେତେକ ବ୍ୟକ୍ତି ବିଭିନ୍ନ ମିଛ କହିଥାନ୍ତି। ଏପରି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ଜୀବନରେ କେବେ ମିଛ କହି ନାହାନ୍ତି। କିନ୍ତୁ ଜାଣନ୍ତି କି ଦୁନିଆରେ ସବୁଠାରୁ ଅଧିକ ମିଛ କ’ଣ କୁହାଯାଇଥାଏ। ପ୍ରାପ୍ତ ସୂଚନା ଅନୁଯାୟୀ, ଦୁନିଆରେ ସବୁଠାରୁ ଅଧିକ ମିଛ ଭାବେ ଲୋକ ‘ମୁଁ ଭଲ ଅଛି’, ‘ତୁମେ ଭଲ ହୋଇଯିବ’ ବୋଲି କହିଥାନ୍ତି। କାହା ସହିତ […] The post ପୃଥିବୀର ସର୍ବାଧିକ ଲୋକେ କୁହନ୍ତି ଏସବୁ ମିଛ… appeared first on Dharitri Odia News.

ପୃଥିବୀର ସର୍ବାଧିକ ଲୋକେ କୁହନ୍ତି ଏସବୁ ମିଛ…

କିଛି ପ୍ରଶ୍ନ ଅଛି ଯାହା ଲୋକଙ୍କ ମନରେ ଉଠିପାରେ କିନ୍ତୁ ଏହାର ଉତ୍ତର ନ ଥାଇପାରେ। କେତେକ ବ୍ୟକ୍ତି ବିଭିନ୍ନ ମିଛ କହିଥାନ୍ତି। ଏପରି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ଜୀବନରେ କେବେ ମିଛ କହି ନାହାନ୍ତି। କିନ୍ତୁ ଜାଣନ୍ତି କି ଦୁନିଆରେ ସବୁଠାରୁ ଅଧିକ ମିଛ କ’ଣ କୁହାଯାଇଥାଏ।

ପ୍ରାପ୍ତ ସୂଚନା ଅନୁଯାୟୀ, ଦୁନିଆରେ ସବୁଠାରୁ ଅଧିକ ମିଛ ଭାବେ ଲୋକ ‘ମୁଁ ଭଲ ଅଛି’, ‘ତୁମେ ଭଲ ହୋଇଯିବ’ ବୋଲି କହିଥାନ୍ତି।

କାହା ସହିତ କଥାବାର୍ତ୍ତା ହେବା ସମୟରେ ଲୋକେ ମୁଁ ଭଲ ଅଛି ବୋଲି କହିଥାନ୍ତି। କିନ୍ତୁ ପ୍ରକୃତରେ ସେ ଭଲରେ ନ ଥିଲେ ମଧ୍ୟ ବାଧ୍ୟ ହୋଇ ଏଭଳି ମିଛ କହିଥାନ୍ତି। ସେହିପରି ଚିକିତ୍ସିତ ହେଉଥିବା କାହାକୁ ଡାକ୍ତରଖାନାରେ ଦେଖିବାକୁ ଗଲେ ଲୋକେ ତାଙ୍କୁ ତୁମେ ଭଲ ହୋଇଯିବ ବୋଲି କହିଥାନ୍ତି।

ରୋଗ କେତେ ଗୁରୁତର ତାହା ଜାଣି ମଧ୍ୟ ଲୋକେ ଏଭଳି କହିବାକୁ ବାଧ୍ୟ ହୋଇଥାନ୍ତି। ଯାହାଦ୍ୱାରା ରୋଗୀଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ଆଶା କରି ସେମାନେ ଏଭଳି କହିଥାନ୍ତି।

The post ପୃଥିବୀର ସର୍ବାଧିକ ଲୋକେ କୁହନ୍ତି ଏସବୁ ମିଛ… appeared first on Dharitri Odia News.