ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ
କଣାସ, ୪।୨ : ପୁରୀ ଜିଲା ପିପିଲି ସାତଶଙ୍ଖ ବଳଙ୍ଗାର ମୁଖ୍ୟ ରାସ୍ତାରେ ରୁପୁଦେଇପୁର ପେଟ୍ରୋଲ ଟାଙ୍କିରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପେଟ୍ରୋଲ ପକାଇବାକୁ ଆସିଥିବା ଗ୍ରାହକ। ସୂଚନାଯୋଗ୍ୟ, ସାତସଙ୍ଖ ବଳଙ୍ଗା ମୁଖ୍ୟରାସ୍ତାରେ ଥିବା ପେଟ୍ରୋଲ ପମ୍ପରେ ନିଆଁ ଲାଗିଥିଲା । ଏହାପରେ ତୁରନ୍ତ ପିପିଲି ଅଗ୍ନିଶମ ବାହିନୀଙ୍କୁ ଅଗ୍ନିକାଣ୍ଡ ସମ୍ପର୍କରେ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଫୋମ ସ୍ପ୍ରେ ସାହାର୍ଯ୍ୟରେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ […] The post ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ appeared first on Dharitri Odia News.
କଣାସ, ୪।୨ : ପୁରୀ ଜିଲା ପିପିଲି ସାତଶଙ୍ଖ ବଳଙ୍ଗାର ମୁଖ୍ୟ ରାସ୍ତାରେ ରୁପୁଦେଇପୁର ପେଟ୍ରୋଲ ଟାଙ୍କିରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପେଟ୍ରୋଲ ପକାଇବାକୁ ଆସିଥିବା ଗ୍ରାହକ।
ସୂଚନାଯୋଗ୍ୟ, ସାତସଙ୍ଖ ବଳଙ୍ଗା ମୁଖ୍ୟରାସ୍ତାରେ ଥିବା ପେଟ୍ରୋଲ ପମ୍ପରେ ନିଆଁ ଲାଗିଥିଲା । ଏହାପରେ ତୁରନ୍ତ ପିପିଲି ଅଗ୍ନିଶମ ବାହିନୀଙ୍କୁ ଅଗ୍ନିକାଣ୍ଡ ସମ୍ପର୍କରେ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଫୋମ ସ୍ପ୍ରେ ସାହାର୍ଯ୍ୟରେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ଜଳି ଯାଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
The post ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ appeared first on Dharitri Odia News.