ପୋଖରୀରେ ଭାସୁଛି ବୃଦ୍ଧଙ୍କ ମୃତଦେହ, ପୋଲିସ ଖୋଜୁଛି କାରଣ

ବଲାଙ୍ଗୀର ୧୩।୦୧ : ପୋଖରୀରେ ଭାସୁଛି ବୃଦ୍ଧଙ୍କ ମୃତଦେହ । ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଛତାପିପିଲି ଗାଁରେ ଘଟିଛି ଏଭଳି ଘଟଣା । ମୃତକଙ୍କ ନାମ କାଲୁ ଦୀପ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । https://www.prameyanews7.com/accused-doctor-hrushikesh-tripathy-sentenced-to-life-imprisonment/ ଖବର ଅନୁଯାୟୀ, ଗତ ୧୧ ତାରିଖରେ ପୋଖରୀ ନିକଟରେ ବୃଦ୍ଧଙ୍କୁ ଦେଖିଥିଲେ କିଛି ଲୋକେ । ହେଲେ ଏହାପରେ  ଆଉ କାଲୁଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ  ଶନିବାର ଦିନ ପୋଖରୀରେ କାଲୁଙ୍କ ମୃତଦେହ ଭାସୁଥିବାର ଦେଖିଥିଲେ ଗାଁ ଲୋକେ । ଏହାପରେ ତୁରନ୍ତ ପୁଇଁତଳା ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ । ବୃଦ୍ଧାଙ୍କୁ କେହି ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି । https://www.prameyanews7.com/enthroned-by-maharaja-dibyasingh-deva-of-gajapati/ The post ପୋଖରୀରେ ଭାସୁଛି ବୃଦ୍ଧଙ୍କ ମୃତଦେହ, ପୋଲିସ ଖୋଜୁଛି କାରଣ appeared first on Prameya News7.

ପୋଖରୀରେ ଭାସୁଛି ବୃଦ୍ଧଙ୍କ ମୃତଦେହ, ପୋଲିସ ଖୋଜୁଛି କାରଣ

ବଲାଙ୍ଗୀର ୧୩।୦୧ : ପୋଖରୀରେ ଭାସୁଛି ବୃଦ୍ଧଙ୍କ ମୃତଦେହ । ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଛତାପିପିଲି ଗାଁରେ ଘଟିଛି ଏଭଳି ଘଟଣା । ମୃତକଙ୍କ ନାମ କାଲୁ ଦୀପ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

https://www.prameyanews7.com/accused-doctor-hrushikesh-tripathy-sentenced-to-life-imprisonment/

ଖବର ଅନୁଯାୟୀ, ଗତ ୧୧ ତାରିଖରେ ପୋଖରୀ ନିକଟରେ ବୃଦ୍ଧଙ୍କୁ ଦେଖିଥିଲେ କିଛି ଲୋକେ । ହେଲେ ଏହାପରେ  ଆଉ କାଲୁଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ  ଶନିବାର ଦିନ ପୋଖରୀରେ କାଲୁଙ୍କ ମୃତଦେହ ଭାସୁଥିବାର ଦେଖିଥିଲେ ଗାଁ ଲୋକେ । ଏହାପରେ ତୁରନ୍ତ ପୁଇଁତଳା ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ । ବୃଦ୍ଧାଙ୍କୁ କେହି ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି ।

https://www.prameyanews7.com/enthroned-by-maharaja-dibyasingh-deva-of-gajapati/

The post ପୋଖରୀରେ ଭାସୁଛି ବୃଦ୍ଧଙ୍କ ମୃତଦେହ, ପୋଲିସ ଖୋଜୁଛି କାରଣ appeared first on Prameya News7.