ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ
ଭୁବନେଶ୍ବର ୦୭।୦୩ : ୨୦୨୪ ନିର୍ବାଚନ ପ୍ରସ୍ତୁତି । ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ । ଅନେକ ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହିଛନ୍ତି ।wp:embed {"url":"https://www.prameyanews7.com/amit-saha-visit-odisha-on-march-12/","type":"wp-embed","providerNameSlug":"prameya-news-7"}https://www.prameyanews7.com/amit-saha-visit-odisha-on-march-12//wp:embedତେବେ ଏହି ବୈଠକରେ ରାସ୍ତା ଉପରେ ଲାଗିଥିବା ବିଭିନ୍ନ ବିଜ୍ଞାପନ ହୋଡିଂ ଉଠାଇବା ବାବଦରେ ଚାଲିଛି ଆଲୋଚନା । ଖାସ୍ କରି ଏୟାରପୋର୍ଟ, ରେଲୱେ ଷ୍ଟେସନ ଏବଂ ବସଷ୍ଟାଣ୍ଡ ଭଳି ପ୍ରମୁଖ ସ୍ଥାନକୁ ଗୁରୁତ୍ବ । ଏହି ସବୁ ସ୍ଥାନରେ କେଉଁ ହୋର୍ଡିଂ ରହିବ ଏବଂ କେଉଁ ହୋର୍ଡିଂ ଉଠାଯିବ । ସେନେଇ ବୈଠକରେ ହେଉଛି ଆଲୋଚନା । କମିଶନରଙ୍କ କାର୍ଯ୍ୟାଳୟରେ ବସିଥିବା ବୈଠକରେ ପୋଲିସ କମିଶନର, ଡିସିପି, ବିଏମ୍ସି କମିଶନର ,ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀମାନ ଉପସ୍ଥିତ ରହିଛନ୍ତି ।wp:embed {"url":"https://www.prameyanews7.com/bijya-mohaptra-son-arvind-mohapatra-join-bjd/","type":"wp-embed","providerNameSlug":"prameya-news-7"}https://www.prameyanews7.com/bijya-mohaptra-son-arvind-mohapatra-join-bjd//wp:embed
ଭୁବନେଶ୍ବର ୦୭।୦୩ : ୨୦୨୪ ନିର୍ବାଚନ ପ୍ରସ୍ତୁତି । ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ । ଅନେକ ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହିଛନ୍ତି ।
wp:embed {"url":"https://www.prameyanews7.com/amit-saha-visit-odisha-on-march-12/","type":"wp-embed","providerNameSlug":"prameya-news-7"}
/wp:embed
ତେବେ ଏହି ବୈଠକରେ ରାସ୍ତା ଉପରେ ଲାଗିଥିବା ବିଭିନ୍ନ ବିଜ୍ଞାପନ ହୋଡିଂ ଉଠାଇବା ବାବଦରେ ଚାଲିଛି ଆଲୋଚନା । ଖାସ୍ କରି ଏୟାରପୋର୍ଟ, ରେଲୱେ ଷ୍ଟେସନ ଏବଂ ବସଷ୍ଟାଣ୍ଡ ଭଳି ପ୍ରମୁଖ ସ୍ଥାନକୁ ଗୁରୁତ୍ବ । ଏହି ସବୁ ସ୍ଥାନରେ କେଉଁ ହୋର୍ଡିଂ ରହିବ ଏବଂ କେଉଁ ହୋର୍ଡିଂ ଉଠାଯିବ । ସେନେଇ ବୈଠକରେ ହେଉଛି ଆଲୋଚନା । କମିଶନରଙ୍କ କାର୍ଯ୍ୟାଳୟରେ ବସିଥିବା ବୈଠକରେ ପୋଲିସ କମିଶନର, ଡିସିପି, ବିଏମ୍ସି କମିଶନର ,ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀମାନ ଉପସ୍ଥିତ ରହିଛନ୍ତି ।
wp:embed {"url":"https://www.prameyanews7.com/bijya-mohaptra-son-arvind-mohapatra-join-bjd/","type":"wp-embed","providerNameSlug":"prameya-news-7"}
/wp:embed