ପୋଲିସକୁ ଚୋର ଭାବି ମାଡ଼ ମାରିଲେ ସ୍ଥାନୀୟ ଲୋକେ
ନନ୍ଦିଘୋଷ ବ୍ୟୁରୋ : ବାଲିଗୁଡ଼ା ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳରେ କଳାହାଣ୍ଡି ପୋଲିସକୁ ମାଡ଼ । ଅଭିଯୁକ୍ତକୁ ଧରିବାକୁ ବାଲିଗୁଡ଼ା... The post ପୋଲିସକୁ ଚୋର ଭାବି ମାଡ଼ ମାରିଲେ ସ୍ଥାନୀୟ ଲୋକେ appeared first on .
ନନ୍ଦିଘୋଷ ବ୍ୟୁରୋ : ବାଲିଗୁଡ଼ା ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳରେ କଳାହାଣ୍ଡି ପୋଲିସକୁ ମାଡ଼ । ଅଭିଯୁକ୍ତକୁ ଧରିବାକୁ ବାଲିଗୁଡ଼ା ଥାନା ଅଞ୍ଚଳକୁ ଆସିଥିଲେ ସାଧା ପୋଷାକଧାରୀ ପୋଲିସ୍। ତେବେ ସାଧା ପୋଷାକଧାରୀ ପୋଲିସକୁ ଦେଖି ଅପହରଣକାରୀ ବୋଲି ପାଟି କରିଥିଲା ଅଭିଯୁକ୍ତ । ଏହି ଖବର ପ୍ରସାରିତ ହୋଇଯିବା ପରେ ପୋଲିସକୁ ଲୋକେ ଅପହରଣକାରୀ ବୋଲି ସନ୍ଦେହ କରିଥିଲେ। ପୋଲିସମାନେ ସେଠାରୁ ଫେରିବା ବେଳେ କୁର୍ତ୍ତମଗଡ଼ ପନ୍ଦରମାଇଲ ନିକଟରେ ପୋଲିସଙ୍କୁ ନିର୍ଧୁମ ମାଡ଼ ମାରିଥିବା ସୂଚନା ମିଳିଛି।
The post ପୋଲିସକୁ ଚୋର ଭାବି ମାଡ଼ ମାରିଲେ ସ୍ଥାନୀୟ ଲୋକେ appeared first on .