ପୋଖରୀରେ ବୁଡ଼ି ୨ ଶିଶୁକନ୍ୟାଙ୍କ ମୃତ୍ୟୁ

ଜଳେଶ୍ବର: ପୋଖରୀରେ ବୁଡ଼ି ୨ ଶିଶୁକନ୍ୟା ମୃତ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଗାନ୍ଧୀ ଛକ ନିକଟ ପୋଖରୀରେ ବୁଡ଼ି ୨ ଶିଶୁ କନ୍ୟାଙ୍କ ମୃତ୍ଯୁ ଘଟିଛି। ମୃତ ୨ ଶିଶୁର ବୟସ ୫ରୁ ୬ ବର୍ଷ ହୋଇଥିବା ଅନୁମାନ। ମୃତ ୨ ଶିଶୁ ସମ୍ପର୍କୀୟ ଭଉଣୀ ହୋଇଥିବା ସୂଚନା ।

ପୋଖରୀରେ ବୁଡ଼ି ୨ ଶିଶୁକନ୍ୟାଙ୍କ ମୃତ୍ୟୁ
drowned