ପୋଖରୀରେ ଭାସୁଥିଲା ଅଜଣା ଶିଶୁକନ୍ୟାର ମୃତଦେହ, କାରଣ ଖୋଜୁଛି ପୋଲିସ

ପାଟଣା,୨୬ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କଣ୍ଟିଆପଡ଼ା କଲରାଟାଙ୍ଗର ସାହି ପୋଖରୀରୁ ଗୁରୁବାର ୨ରୁ ୩ ଦିନର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ଶିଶୁ କନ୍ୟା ଟିର ମୃତଦେହ ପୋଖରୀ ରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଦେଖି ତୁରୁମୁଙ୍ଗା ପୋଲିସକୁ ଖବର ଦେଇଥିଲେ। ଶିଶୁକନ୍ୟାର ମାତା ପିତା କିଏ ଓ ମୃତଦେହ ପୋଖରୀକୁ କିଭଳି ଆସିଲା ଏନେଇ କିଛି ସ୍ପଷ୍ଟ ହୋଇନାହିଁ। ଖବର ପାଇ ତୁରୁମୁଙ୍ଗା ପୋଲିସ ପକ୍ଷରୁ ଏସ୍‌ଆଇ ରସାନନ୍ଦ ନାୟକ ପହଞ୍ଚି […] The post ପୋଖରୀରେ ଭାସୁଥିଲା ଅଜଣା ଶିଶୁକନ୍ୟାର ମୃତଦେହ, କାରଣ ଖୋଜୁଛି ପୋଲିସ appeared first on Dharitri Odia News.

ପୋଖରୀରେ ଭାସୁଥିଲା ଅଜଣା ଶିଶୁକନ୍ୟାର ମୃତଦେହ, କାରଣ ଖୋଜୁଛି ପୋଲିସ

ପାଟଣା,୨୬ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କଣ୍ଟିଆପଡ଼ା କଲରାଟାଙ୍ଗର ସାହି ପୋଖରୀରୁ ଗୁରୁବାର ୨ରୁ ୩ ଦିନର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ଶିଶୁ କନ୍ୟା ଟିର ମୃତଦେହ ପୋଖରୀ ରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଦେଖି ତୁରୁମୁଙ୍ଗା ପୋଲିସକୁ ଖବର ଦେଇଥିଲେ। ଶିଶୁକନ୍ୟାର ମାତା ପିତା କିଏ ଓ ମୃତଦେହ ପୋଖରୀକୁ କିଭଳି ଆସିଲା ଏନେଇ କିଛି ସ୍ପଷ୍ଟ ହୋଇନାହିଁ। ଖବର ପାଇ ତୁରୁମୁଙ୍ଗା ପୋଲିସ ପକ୍ଷରୁ ଏସ୍‌ଆଇ ରସାନନ୍ଦ ନାୟକ ପହଞ୍ଚି ଶିଶୁକନ୍ୟାର ମୃତଦେହ ଜବତ କରି କିଭଳି ସ୍ଥିତିରେ ମୃତଦେହ ପୋଖରୀକୁ ଆସିଲା ତାହାର ତଦନ୍ତ ଜାରି ରଖିଛନ୍ତି।

The post ପୋଖରୀରେ ଭାସୁଥିଲା ଅଜଣା ଶିଶୁକନ୍ୟାର ମୃତଦେହ, କାରଣ ଖୋଜୁଛି ପୋଲିସ appeared first on Dharitri Odia News.