ପୋଲ ଉପରେ ଓଲଟି ପଡିଲା କାର୍: ଦମ୍ପତି ଗୁରୁତର
ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ବୈତରଣୀ ନଦୀ ପୋଲ ଉପରେ ମଙ୍ଗଳବାର ଏକ କାର୍ ଓଲଟି ପଡ଼ିଛି। ଫଳରେ କାର୍ରେ ଥିବା ଦମ୍ପତି ଗୁରୁତର ହୋଇଛନ୍ତି। ଦମ୍ପତ୍ତି କେନ୍ଦୁଝରରୁ ପଶ୍ଚିମବଙ୍ଗ ଅଭିମୁଖେ କାର୍ରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। କାର୍ର ପଛ ଚକ ଏକ୍ସେଲ ଭାଙ୍ଗି ଯିବାରୁ ଦୁର୍ଘଟଣା ହୋଇଥିବା କୁହାଯାଉଛି। ଗୁରୁତର ଦମ୍ପତ୍ତିଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର […] The post ପୋଲ ଉପରେ ଓଲଟି ପଡିଲା କାର୍: ଦମ୍ପତି ଗୁରୁତର appeared first on Dharitri Odia News.
ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ବୈତରଣୀ ନଦୀ ପୋଲ ଉପରେ ମଙ୍ଗଳବାର ଏକ କାର୍ ଓଲଟି ପଡ଼ିଛି। ଫଳରେ କାର୍ରେ ଥିବା ଦମ୍ପତି ଗୁରୁତର ହୋଇଛନ୍ତି। ଦମ୍ପତ୍ତି କେନ୍ଦୁଝରରୁ ପଶ୍ଚିମବଙ୍ଗ ଅଭିମୁଖେ କାର୍ରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। କାର୍ର ପଛ ଚକ ଏକ୍ସେଲ ଭାଙ୍ଗି ଯିବାରୁ ଦୁର୍ଘଟଣା ହୋଇଥିବା କୁହାଯାଉଛି। ଗୁରୁତର ଦମ୍ପତ୍ତିଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
The post ପୋଲ ଉପରେ ଓଲଟି ପଡିଲା କାର୍: ଦମ୍ପତି ଗୁରୁତର appeared first on Dharitri Odia News.