ପୋଲ ତଳକୁ ଖସିଲା ନାଇଟ୍ କୋଚ ଯାତ୍ରୀବାହୀ ବସ୍: ୪୦ ଆହତ
ଭୁବନେଶ୍ୱର,୨୦।୭: ବୌଦ୍ଧରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ବାମୁଣ୍ଡା ସୁନାଖାଇ ପୋଲ ତଳକୁ ଏକ ନାଇଟ୍ କୋଚ ବସ୍ ଖସିପଡିଛି। ଏଥିରେ ୪୦ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ବୌଦ୍ଧ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ବସ୍ଟି ଭୁବନେଶ୍ୱରରୁ ମାଲକାନଗିରି ଯାଉଥିଲା। ବସ୍ରେ ପ୍ରାୟ ୬୦ ଯାତ୍ରୀ ଥିଲେ। ଯାତ୍ରୀଙ୍କ କହିବା ଅନୁଯାୟୀ, ଗାଡ଼ି ଚଳାଉଥିବା ବେଳେ ଡ୍ରାଇଭର ନିଶାସକ୍ତ ଥିଲେ। ଫଳରେ ବସ୍ ନିୟନ୍ତ୍ରଣ […] The post ପୋଲ ତଳକୁ ଖସିଲା ନାଇଟ୍ କୋଚ ଯାତ୍ରୀବାହୀ ବସ୍: ୪୦ ଆହତ appeared first on Dharitri Odia News.
ଭୁବନେଶ୍ୱର,୨୦।୭: ବୌଦ୍ଧରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ବାମୁଣ୍ଡା ସୁନାଖାଇ ପୋଲ ତଳକୁ ଏକ ନାଇଟ୍ କୋଚ ବସ୍ ଖସିପଡିଛି। ଏଥିରେ ୪୦ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ବୌଦ୍ଧ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ବସ୍ଟି ଭୁବନେଶ୍ୱରରୁ ମାଲକାନଗିରି ଯାଉଥିଲା। ବସ୍ରେ ପ୍ରାୟ ୬୦ ଯାତ୍ରୀ ଥିଲେ। ଯାତ୍ରୀଙ୍କ କହିବା ଅନୁଯାୟୀ, ଗାଡ଼ି ଚଳାଉଥିବା ବେଳେ ଡ୍ରାଇଭର ନିଶାସକ୍ତ ଥିଲେ। ଫଳରେ ବସ୍ ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସପଡ଼ିଥିଲା।
The post ପୋଲ ତଳକୁ ଖସିଲା ନାଇଟ୍ କୋଚ ଯାତ୍ରୀବାହୀ ବସ୍: ୪୦ ଆହତ appeared first on Dharitri Odia News.