ପୋଲକୁ ଧକ୍କା ଦେଲା ବସ୍‌: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରୁପ୍ରା ରୋଡ,୩।୧୨(ସଞ୍ଜିବ ଦାସ):ଭବାନୀପାଟଣାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବରାଳଦେବୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଭବାନୀପାଟଣାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବସ (ଓଡି ୦୭ସି ୧୧୧୨) ଭାରସାମ୍ୟ ହରାଇ ନର୍ଲା ଚାରିଛକଠାରେ ଏକ ପୋଲ ସହ ଧକ୍କା ହୋଇଛି। ବସର ଜଣେ ଯାତ୍ରୀ ଗଭୀର ଆହତ ହୋଇଛନ୍ତି। ଫଳରେ ତାଙ୍କର ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତ୍ୱର ହେବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ […] The post ପୋଲକୁ ଧକ୍କା ଦେଲା ବସ୍‌: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ appeared first on Dharitri Odia News.

ପୋଲକୁ ଧକ୍କା ଦେଲା ବସ୍‌: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରୁପ୍ରା ରୋଡ,୩।୧୨(ସଞ୍ଜିବ ଦାସ):ଭବାନୀପାଟଣାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବରାଳଦେବୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଭବାନୀପାଟଣାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବସ (ଓଡି ୦୭ସି ୧୧୧୨) ଭାରସାମ୍ୟ ହରାଇ ନର୍ଲା ଚାରିଛକଠାରେ ଏକ ପୋଲ ସହ ଧକ୍କା ହୋଇଛି। ବସର ଜଣେ ଯାତ୍ରୀ ଗଭୀର ଆହତ ହୋଇଛନ୍ତି। ଫଳରେ ତାଙ୍କର ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତ୍ୱର ହେବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l ଗାଡିର ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି l ନର୍ଲା ପୋଲିସ ଏକ ଟିମ ଉପସ୍ଥିତ ରହି ଅଧିକ ତଦନ୍ତ କରୁଛି l

The post ପୋଲକୁ ଧକ୍କା ଦେଲା ବସ୍‌: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ appeared first on Dharitri Odia News.