ପୋଲରେ ପିଟିହୋଇ ଓଲଟିଲା କାର, ଦୁଇ ଶିଶୁ ସମେତ ଚାରି ଆହତ

ପୁରୁଷୋତ୍ତମପୁର,୯/୨ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୂର୍ତ୍ତବିଭାଗିୟ ଡାକ ବଙ୍ଗଳା ନିକଟରେ ଶୁକ୍ରବାର ଭୋର ପ୍ରାୟ ୩ ଘଣ୍ଟ ସମୟରେ ଏକ କାର ନଂ ଓଡି ୩୩ ଏଏଲ ୮୨୩୭ ଭୁବନେଶ୍ୱରରୁ ହିଞ୍ଜିଳି ଯାଉଥିବା ବେଳେ ଭାରସାମ୍ଯ ହରାଇ ରାସ୍ତା ପର୍ଶ୍ବରେ ଏକ ପୋଲରେ ପିଟି ହୋଇ ଓଲଟି ପଡିଥିଲାା ଏଥିରେ ବସିଥିବା ଦୁଇ ଶିଶୁ ଙ୍କ ସମେତ ଚାରି ଜଣ ଆହତ ହୋଛନ୍ତିା ଏହି ସମୟରେ ସେମାନଙ୍କ ସମ୍ପର୍କୀୟ ମାନେ ପଛରେ ଅନ୍ଯଏକ ଗାଡିରେ […] The post ପୋଲରେ ପିଟିହୋଇ ଓଲଟିଲା କାର, ଦୁଇ ଶିଶୁ ସମେତ ଚାରି ଆହତ appeared first on Dharitri Odia News.

ପୋଲରେ ପିଟିହୋଇ ଓଲଟିଲା କାର, ଦୁଇ ଶିଶୁ ସମେତ ଚାରି ଆହତ

ପୁରୁଷୋତ୍ତମପୁର,୯/୨ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୂର୍ତ୍ତବିଭାଗିୟ ଡାକ ବଙ୍ଗଳା ନିକଟରେ ଶୁକ୍ରବାର ଭୋର ପ୍ରାୟ ୩ ଘଣ୍ଟ ସମୟରେ ଏକ କାର ନଂ ଓଡି ୩୩ ଏଏଲ ୮୨୩୭ ଭୁବନେଶ୍ୱରରୁ ହିଞ୍ଜିଳି ଯାଉଥିବା ବେଳେ ଭାରସାମ୍ଯ ହରାଇ ରାସ୍ତା ପର୍ଶ୍ବରେ ଏକ ପୋଲରେ ପିଟି ହୋଇ ଓଲଟି ପଡିଥିଲାା ଏଥିରେ ବସିଥିବା ଦୁଇ ଶିଶୁ ଙ୍କ ସମେତ ଚାରି ଜଣ ଆହତ ହୋଛନ୍ତିା

ଏହି ସମୟରେ ସେମାନଙ୍କ ସମ୍ପର୍କୀୟ ମାନେ ପଛରେ ଅନ୍ଯଏକ ଗାଡିରେ ଆସୁଥିବା ବେଳେ ଏହି ଆହାତ ମାନଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀସ୍ବାସ୍ଥ୍ଯ କେନ୍ଦ୍ରକୁ ନେଇଥିଲେ ମାତ୍ର ଜଣେ ମହିଳା ଓ ପୁରୁଷ ଙ୍କ ଅବସ୍ତା ଗୁରୁତର ଥିବାରୁ ବ୍ରହ୍ମପୁର ବଡମେଡିକାଲକୁ ନେବାଲାଗି ଡାକ୍ତର ପରାମର୍ଶ ଦେଇ ପଠାଇ ଦେଇଥିଲୋ ଏହି ଆହାତ ଙ୍କ ଘର ହିଞ୍ଜିଳି ବୋଲି ଜାଣିବାକୁ ମିଳିଛିା

The post ପୋଲରେ ପିଟିହୋଇ ଓଲଟିଲା କାର, ଦୁଇ ଶିଶୁ ସମେତ ଚାରି ଆହତ appeared first on Dharitri Odia News.