ପୋଲିସ ଇନ୍ଫର୍ମର ଦର୍ଶାଇ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ
ମାଲକାନଗିରି,୩୦ା୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲା ବାସାଗୁଡ଼ା ଥାନା ଅନ୍ତର୍ଗତ ପୁଟକେଲ ଗାଁର ଜଣେ ଯୁବକଙ୍କୁ ଘରୁ ଡାକି ନେଇ ପୋଲିସ ଇନ୍ଫର୍ମର ଦର୍ଶାଇ ମାଓବାଦୀମାନେ ହତ୍ୟା କରିଛନ୍ତି। ସେ ହେଲେ ଦିନେଶ ପୂଜାରୀ(୩୫)। ରାତି ଅଧରେ ଘରୁ ଡାକିନେଇ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ସୂଚନା ମିଳିଛି। ତେବେ ହତ୍ୟା କରିବା ପରେ ଏକ ଚିଠିରେ ପୋଲିସ ଇନ୍ଫର୍ମର ଥିବାରୁ ତାଙ୍କୁ ହତ୍ୟା କରିଥିବା ଦର୍ଶାଇଛନ୍ତି। The post ପୋଲିସ ଇନ୍ଫର୍ମର ଦର୍ଶାଇ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ appeared first on Dharitri Odia News.
ମାଲକାନଗିରି,୩୦ା୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲା ବାସାଗୁଡ଼ା ଥାନା ଅନ୍ତର୍ଗତ ପୁଟକେଲ ଗାଁର ଜଣେ ଯୁବକଙ୍କୁ ଘରୁ ଡାକି ନେଇ ପୋଲିସ ଇନ୍ଫର୍ମର ଦର୍ଶାଇ ମାଓବାଦୀମାନେ ହତ୍ୟା କରିଛନ୍ତି। ସେ ହେଲେ ଦିନେଶ ପୂଜାରୀ(୩୫)। ରାତି ଅଧରେ ଘରୁ ଡାକିନେଇ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ସୂଚନା ମିଳିଛି। ତେବେ ହତ୍ୟା କରିବା ପରେ ଏକ ଚିଠିରେ ପୋଲିସ ଇନ୍ଫର୍ମର ଥିବାରୁ ତାଙ୍କୁ ହତ୍ୟା କରିଥିବା ଦର୍ଶାଇଛନ୍ତି।
The post ପୋଲିସ ଇନ୍ଫର୍ମର ଦର୍ଶାଇ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ appeared first on Dharitri Odia News.