ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ,ନିପାତ ହୋଇଛନ୍ତି ୧୪ ନକ୍ସଲ

ମାଲକାନଗିରି : ଛତିଶଗଡ଼ ସୀମାନ୍ତ ନାରାୟଣପୁର ଦନ୍ତେୱାଡ଼ାରେ ପୋଲିସ-ମାଓବାଦୀ ଗୁଳିବିନିମୟ । ପୋଲିସ ଗୁଳିରେ ୧୪ ମାଓବାଦୀ ନିପାତ । ସର୍ଚ୍ଚ ଅପରେସନ ବେଳେ ପୋଲିସ ଗୁଳିରେ ନିହତ ।  ନାରାୟଣପୁର ପୋଲିସ ଏବଂ ଦାନ୍ତେୱାଡା ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା । ଏଥିରେ ଟଳି ପଡିଥିଲେ ୧୪ ମାଓବାଦୀ । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।  ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି […] The post ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ,ନିପାତ ହୋଇଛନ୍ତି ୧୪ ନକ୍ସଲ appeared first on KNews Odisha.

ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ,ନିପାତ ହୋଇଛନ୍ତି ୧୪ ନକ୍ସଲ
MAO 4

ମାଲକାନଗିରି : ଛତିଶଗଡ଼ ସୀମାନ୍ତ ନାରାୟଣପୁର ଦନ୍ତେୱାଡ଼ାରେ ପୋଲିସ-ମାଓବାଦୀ ଗୁଳିବିନିମୟ । ପୋଲିସ ଗୁଳିରେ ୧୪ ମାଓବାଦୀ ନିପାତ । ସର୍ଚ୍ଚ ଅପରେସନ ବେଳେ ପୋଲିସ ଗୁଳିରେ ନିହତ ।  ନାରାୟଣପୁର ପୋଲିସ ଏବଂ ଦାନ୍ତେୱାଡା ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା । ଏଥିରେ ଟଳି ପଡିଥିଲେ ୧୪ ମାଓବାଦୀ । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।  ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି ।

ଦୁଇଟି ଘଟଣାରେ ଜଙ୍ଗଲରୁ ବିସ୍ଫରୋକ, ବନ୍ଧୁକ, ମାଓ ସାମଗ୍ରୀ ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ସୁକମା ଓ ବିଜାପୁର ଜିଲ୍ଲାର ସୀମାବର୍ତ୍ତି ଅଂଚଳର ମରକାଗୁଡା, ଇରାପଲ୍ଲୀ, ବଟେତଙ୍ଗ, ମଟ୍ଟାଗୁଡ଼େମ ଭଳି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଡ଼ିଆରଜି, ବସ୍ତର ଫାଇଟର୍ସ, ଜିଲ୍ଲା ପୁଲିସ ମିଳିତ ସର୍ଚ୍ଚ ଅପେରସନ କରୁଥିବା ବେଳେ ନକ୍ସଲ ସହ ମୁଁହାମୁହିଁ ହୋଇଥିଲେ ।  ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ରହି ରହି ଗୁଳିବିନିମୟ ହୋଇଥିଲା।

 

The post ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ,ନିପାତ ହୋଇଛନ୍ତି ୧୪ ନକ୍ସଲ appeared first on KNews Odisha.