ପୋଲିସ-ନକ୍ସଲ ଗୁଳି ବିନିମୟ, ଜଣେ ନକ୍ସଲଙ୍କ ଜୀବନ ଗଲା

ରାୟପୁର,୨୧ା୪: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁରର କେଶକୁଟଲ ଅଞ୍ଚଳରେ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ଏନ୍‌କାଉଣ୍ଟର ସାମ୍ନାକୁ ଆସିଛି। ଏନ୍‌କାଉଣ୍ଟରରେ ପୋଲିସ ଜଣେ ନକ୍ସଲଙ୍କୁ ହତ୍ୟା କରିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଭୈରମଗଡ଼ ଥାନା ପରିସରରେ ଥିବା କେଶକୁଟଲ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ରବିବାର ଏହି ଗୁଳି ବିନିମୟ ହୋଇଥିଲା। ସେ କହିଛନ୍ତି, ରାୟପୁରଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଅବସ୍ଥିତ କେଶକୁଟଲ-କେଶମୁଣ୍ଡି ଜଙ୍ଗଲରେ ଡିଭିଜନ ଯୋଗାଣ ଟିମ୍‌ କମାଣ୍ଡର କାଓ୍ବାସୀ […] The post ପୋଲିସ-ନକ୍ସଲ ଗୁଳି ବିନିମୟ, ଜଣେ ନକ୍ସଲଙ୍କ ଜୀବନ ଗଲା appeared first on Dharitri Odia News.

ପୋଲିସ-ନକ୍ସଲ ଗୁଳି ବିନିମୟ, ଜଣେ ନକ୍ସଲଙ୍କ ଜୀବନ ଗଲା

ରାୟପୁର,୨୧ା୪: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁରର କେଶକୁଟଲ ଅଞ୍ଚଳରେ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ଏନ୍‌କାଉଣ୍ଟର ସାମ୍ନାକୁ ଆସିଛି। ଏନ୍‌କାଉଣ୍ଟରରେ ପୋଲିସ ଜଣେ ନକ୍ସଲଙ୍କୁ ହତ୍ୟା କରିଛି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଭୈରମଗଡ଼ ଥାନା ପରିସରରେ ଥିବା କେଶକୁଟଲ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ରବିବାର ଏହି ଗୁଳି ବିନିମୟ ହୋଇଥିଲା।

ସେ କହିଛନ୍ତି, ରାୟପୁରଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଅବସ୍ଥିତ କେଶକୁଟଲ-କେଶମୁଣ୍ଡି ଜଙ୍ଗଲରେ ଡିଭିଜନ ଯୋଗାଣ ଟିମ୍‌ କମାଣ୍ଡର କାଓ୍ବାସୀ ପାଣ୍ଡାରୁ ଏବଂ ୧୫-୨୦ ନକ୍ସଲଙ୍କ ଅନ୍ୟ କ୍ୟାଡରଙ୍କ ଉପସ୍ଥିତି ସମ୍ପର୍କରେ ଏହି ଅପରେଶନ ଆରମ୍ଭ ହୋଇଛି।

The post ପୋଲିସ-ନକ୍ସଲ ଗୁଳି ବିନିମୟ, ଜଣେ ନକ୍ସଲଙ୍କ ଜୀବନ ଗଲା appeared first on Dharitri Odia News.