ପୋଲିସ ପରିଚୟ ଦେଇ ନେଇଯାଇଥିଲେ ଲକ୍ଷେ ଟଙ୍କା, ୨ ଲୁଟେରା ଗିରଫ

ଦିଗପହଣ୍ଡି ୨୧।୫: ପୋଲିସ ପରିଚୟ ଦେଇ ଲୁଟ୍ । ଲକ୍ଷେ ଟଙ୍କା ଲୁଟ୍ ଘଟଣାରେ ଦୁଇ ଲୁଟେରା ଗିରଫ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନିକଟରେ ଥିବା ଏନଏସି ଚେକଗେଟ୍ ନିକଟରେ ଏଭଳି ଲୁଟ୍ ଘଟଣା ଘଟିଥିଲା ।ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ଦିଗପହଣ୍ଡି ଥାନା ନିକଟରେ ଥିବା ଏନଏସି ଚେକଗେଟ୍ ନିକଟରେ ଦୁଇ ଜଣ ପୋଲିସ ପରିଚୟ ଦେଇ ଜଣେ ଯୁବକଙ୍କ ଠାରୁ ଟଙ୍କା ଲୁଟ୍ ନେଇ ଅଭିଯୋଗ ହୋଇଥିଲା । ମୋହନାରୁ ବ୍ରହ୍ମପୁର ଅଭିମୁଖେ ସ୍କୁଟିରେ ଜଣେ ଯୁବକ ୧ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଦୁଇ ଜଣ ପୋଲିସ ପରିଚୟ ଦେଇ ସମ୍ପୃକ୍ତ ଯୁବକକୁ ଅଟକାଇଥିଲେ । ସେ ନେଇ ଯାଉଥିବା ୧ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଛାନଭିନ୍ ପରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଦିଗପହଣ୍ଡି ପୋଲିସ । ସେମାନଙ୍କ ଠାରୁ ଲକ୍ଷେ ଟଙ୍କା ଉଦ୍ଧାର ଯାଇଥିବା ସୂଚନା ରହିଛି ।You Can Read:ଜୟପୁର ଏୟାରପୋର୍ଟରେ ସୁରକ୍ଷାକର୍ମୀଙ୍କ ଗଳା କାଟିଦେଲେ ଷ୍ଟେସନ ମ୍ୟାନେଜ 

ପୋଲିସ ପରିଚୟ ଦେଇ ନେଇଯାଇଥିଲେ ଲକ୍ଷେ ଟଙ୍କା, ୨ ଲୁଟେରା ଗିରଫ

ଦିଗପହଣ୍ଡି ପୋଲିସ ପରିଚୟ ଦେଇ ଲୁଟ୍ । ଲକ୍ଷେ ଟଙ୍କା ଲୁଟ୍ ଘଟଣାରେ ଦୁଇ ଲୁଟେରା ଗିରଫ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନିକଟରେ ଥିବା ଏନଏସି ଚେକଗେଟ୍ ନିକଟରେ ଏଭଳି ଲୁଟ୍ ଘଟଣା ଘଟିଥିଲା ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ଦିଗପହଣ୍ଡି ଥାନା ନିକଟରେ ଥିବା ଏନଏସି ଚେକଗେଟ୍ ନିକଟରେ ଦୁଇ ଜଣ ପୋଲିସ ପରିଚୟ ଦେଇ ଜଣେ ଯୁବକଙ୍କ ଠାରୁ ଟଙ୍କା ଲୁଟ୍ ନେଇ ଅଭିଯୋଗ ହୋଇଥିଲା । ମୋହନାରୁ ବ୍ରହ୍ମପୁର ଅଭିମୁଖେ ସ୍କୁଟିରେ ଜଣେ ଯୁବକ ୧ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଦୁଇ ଜଣ ପୋଲିସ ପରିଚୟ ଦେଇ ସମ୍ପୃକ୍ତ ଯୁବକକୁ ଅଟକାଇଥିଲେ । ସେ ନେଇ ଯାଉଥିବା ୧ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଛାନଭିନ୍ ପରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଦିଗପହଣ୍ଡି ପୋଲିସ । ସେମାନଙ୍କ ଠାରୁ ଲକ୍ଷେ ଟଙ୍କା ଉଦ୍ଧାର ଯାଇଥିବା ସୂଚନା ରହିଛି ।

You Can Read:

ଜୟପୁର ଏୟାରପୋର୍ଟରେ ସୁରକ୍ଷାକର୍ମୀଙ୍କ ଗଳା କାଟିଦେଲେ ଷ୍ଟେସନ ମ୍ୟାନେଜ