ପୋଲିସ ବାବୁଙ୍କର ଏ କି ରୂପ... ଶେଷରେ ଥାନା ମାଲଗୋଦାମରୁ ASI ପୋଲିସ ବାବୁ କଲେ କଫସିରଫ ଚୋରି...

ମାଲଖାନାରୁ ବିଦ୍ୟୁତ ପଣ୍ଡା ନାମକ ଜଣେ ଏଏସଆଇ ଚଞ୍ଚକତା କରି ସେଥିରୁ ଦୁଇ ପେଟି କଫ ସିରଫ ଅନ୍ୟତ୍ର ରଖି ଦେଇଥିଲେ । ଯାହା ପରବର୍ତ୍ତୀ ସମୟରେ ଅନ୍ୟ ଅଧିକାରୀ ମାନେ ଜାଣିବାକୁ ପାଇଥିଲେ । ଏହା ପରେ ପୋଲିସ ବାବୁ ହେଲେ ନିଲମ୍ବିତ। Odisha Bhas