ପୋଲିସ ୟୂନିଫର୍ମରେ ନକଲି ପୋଲିସ,ଚାକିରୀ କରେଇବା ନାଁ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା...ଫିଲ୍ମ ଷ୍ଟାଇଲରେ ହେଲା ଗିରଫ...
ଗିରଫ ନକଲି ପୋଲିସ ଜଣକ ହେଲା ଗୁଣ୍ଡିଚା ଦଳେଇ । ନିଜକୁ କଟକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସର ଜଣେ ଇନ୍ସପେକ୍ଟରର ପରିଚୟ ଦେଇ ହୋମଗାର୍ଡ ଚାକିରୀ ପାଇଁ ଆଶାୟୀ ଥିବା ଯୁବକ ମାନଙ୍କଠାରୁ ନେଉଥିଲେ...