ପୋଲିସକୁ ଚକମା ଦେଇ ଅଭିଯୁକ୍ତ ଚମ୍ପଟ
ପୋଲିସକୁ ଚକମା ଦେଇ ଅଭିଯୁକ୍ତ ଚମ୍ପଟ। ଭଦ୍ରକରେ ପୋଲିସ ହାତରୁ ଖସି ପଳାଇଲା ଅଭିଯୁକ୍ତ। ପୁରୁଣା ବଜାର ଥାନା ନେହରୁ ଷ୍ଟାଡ଼ିୟମ ନିକଟରୁ ଛୁ ମାରିଲା। ଚେକ୍ ବାଉନ୍ସ ମାମଲାରେ ଗିରଫ କରି ବାଇକରେ କୋର୍ଟ ନେଉଥିଲେ। ୩ଟି ଟିମ୍ ଗଠନ କରି ପୋଲିସର ଖ