ପୋଲିସକୁ ଦେଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ

ସାଲେପୁର,୮ା୩: କଟକ ଜିଲା ଜଗତପୁର ଥାନା ବାରଗଡ଼ିଆରେ ବାଲି ଉଠାଇବା ରେଡ୍‌ରୁ ଅଘଟଣ ଘଟିଛି। ଖଣି ବିଭାଗ ଓ ପୋଲିସର ଚଢ଼ାଉ ବେଳେ ଡରିକୁ କିଛି ଯୁବକ ମହାନଦୀକୁ ଡେଇଁ ପଡ଼ିଥିଲେ। ଏଥିରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଣେ ନିଖୋଜ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ବାଲି ଉଠାଣ ବେଳେ ଚଢ଼ାଉ ହୋଇଥିଲା। The post ପୋଲିସକୁ ଦେଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ appeared first on Dharitri Odia News.

ପୋଲିସକୁ ଦେଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ

ସାଲେପୁର,୮ା୩: କଟକ ଜିଲା ଜଗତପୁର ଥାନା ବାରଗଡ଼ିଆରେ ବାଲି ଉଠାଇବା ରେଡ୍‌ରୁ ଅଘଟଣ ଘଟିଛି। ଖଣି ବିଭାଗ ଓ ପୋଲିସର ଚଢ଼ାଉ ବେଳେ ଡରିକୁ କିଛି ଯୁବକ ମହାନଦୀକୁ ଡେଇଁ ପଡ଼ିଥିଲେ। ଏଥିରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଣେ ନିଖୋଜ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ବାଲି ଉଠାଣ ବେଳେ ଚଢ଼ାଉ ହୋଇଥିଲା।

The post ପୋଲିସକୁ ଦେଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ appeared first on Dharitri Odia News.