ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ

ଖୁସିରେ ଝୁମୁଛନ୍ତି... ଦୀର୍ଘଦିନର ପରିଶ୍ରମ ପରେ ସଫଳତା ପାଇ ବିଭୋର ହେଉଛନ୍ତି...ସେଲିବ୍ରେସନ୍ ମୁଡରେ କୃତୀ ଛାତ୍ରଛାତ୍ରୀ। ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଉଭୟ ଦଶମ ଏବଂ ଦ୍ବାଦଶ ପରୀକ୍ଷା ଫଳ।

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ
Array