ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ଵାଦଶ ରେଜଲ୍ଟ
ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ଵାଦଶ ରେଜଲ୍ଟ। ଦଶମରେ ପାସ୍ ହାର ରହିଛି ୯୯.୦୯ ପ୍ରତିଶତ। ସେହିପରି ଦ୍ଵାଦଶରେ ପାସ୍ ହେଲା ହେଲା ୯୯.୦୨ ପ୍ରତିଶତ। ଉଭୟ ଶ୍ରେଣୀରେ ଝିଅଙ୍କ ପାସ୍ ହାର ପୁଅଙ୍କ ଅପେକ୍ଷା ଅଧିକ ରହିଛି। ଦଶମରେ ଝିଅଙ୍କ ପାସ୍ ହାର ରହିଛି ୯୯.୩୭ ପ୍ରତିଶତ ଓ ପୁଅଙ୍କ ପାସ୍ ହାର ରହିଛି ୯୮.୮୪ ପ୍ରତିଶତ !