ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳାଫଳ । ଜାଣନ୍ତୁ, କେମିତି ଜାଣିବେ ରେଜଲ୍ଟ....

କନକ ବ୍ୟୁରୋ: ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳାଫଳ । ଶୁକ୍ରବାର ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି)ର ରେଜଲ୍ଟ ପ୍ରକାଶ ପାଇଛି । ଯାହାକୁ କି ପରୀକ୍ଷାର୍ଥୀମାନେ www.bseodisha.ac.in ରେ ଦେଖିପାରିବେ । ଏଥିସହ ନଭେମ୍ବର ୨୯ ତାରିଖ ଯାଏଁ ପରୀକ୍ଷାର୍ଥୀମାନେ ଓଏମଆର ସିଟ୍ ଡାଉନଲୋଡ୍ କରିପାରିବେ ବୋଲି ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ତରଫରୁ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।  ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳାଫଳhttps://t.co/brVrJZlll3ରେ ରେଜଲ୍ଟ ଉପଲବ୍ଧନଭେମ୍ବର ୨୯ ତାରିଖ ଯାଏଁ ଓଏମଆର ସିଟ୍ ଡାଉନଲୋଡ୍ କରିପାରିବେ#OTET #Odisha #KanakNews pic.twitter.com/fZmwUO13DW — Kanak News (@kanak_news) November 22, 2024 ରେଜଲ୍ଟ ଦେଖିବା ପାଇଁ କ୍ଲିକ୍ କରନ୍ତୁ   

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳାଫଳ । ଜାଣନ୍ତୁ, କେମିତି ଜାଣିବେ ରେଜଲ୍ଟ....

କନକ ବ୍ୟୁରୋ: ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳାଫଳ । ଶୁକ୍ରବାର ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି)ର ରେଜଲ୍ଟ ପ୍ରକାଶ ପାଇଛି । ଯାହାକୁ କି ପରୀକ୍ଷାର୍ଥୀମାନେ www.bseodisha.ac.in ରେ ଦେଖିପାରିବେ । ଏଥିସହ ନଭେମ୍ବର ୨୯ ତାରିଖ ଯାଏଁ ପରୀକ୍ଷାର୍ଥୀମାନେ ଓଏମଆର ସିଟ୍ ଡାଉନଲୋଡ୍ କରିପାରିବେ ବୋଲି ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ତରଫରୁ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । 

ରେଜଲ୍ଟ ଦେଖିବା ପାଇଁ କ୍ଲିକ୍ କରନ୍ତୁ