ପ୍ରକାଶ ପାଇଲା ସିବିଏସସି ଦ୍ଵାଦଶ ପରୀକ୍ଷା ଫଳ । କମାଲ୍ କଲେ ଫିଜନ କଲେଜ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ସଦ୍ୟ ପ୍ରକାଶିତ ସିବିଏସସି ଦ୍ଵାଦଶ ପରୀକ୍ଷା ଫଳରେ ୯୩.୮ ପ୍ରତିଶତ ମାର୍କ ରଖି ଏ ପ୍ରଶାନ୍ତ ଫ୍ୟୁଜନ କଲେଜ ଟପ୍ପର ହୋଇଛନ୍ତି। ସେହିପରି ଦ୍ବିତୀୟରେ ସ୍ମୁର୍ତିଶ୍ରୀ ରଣା ୯୧.୨ ପ୍ରତିଶତ ମାର୍କ ରହିଥିବା ବେଳେ ନଜିଶ୍ମିତା ନାୟକ ୮୪.୮ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନରେ ରହିଛନ୍ତି । ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ସଫଳତା ହାସଲ କରିଥିବାରୁ ବିଦ୍ୟାଳୟର ଅଧ୍ୟକ୍ଷ ରବି ରାଜ ଏବଂ ସ୍କୁଲର ଅଧ୍ୟକ୍ଷ କୁମାର ନିଧି ସମସ୍ତ ଛାତ୍ରଛାତ୍ରୀ ତଥା […] The post ପ୍ରକାଶ ପାଇଲା ସିବିଏସସି ଦ୍ଵାଦଶ ପରୀକ୍ଷା ଫଳ । କମାଲ୍ କଲେ ଫିଜନ କଲେଜ ଛାତ୍ରଛାତ୍ରୀ first appeared on Kanak News.

ପ୍ରକାଶ ପାଇଲା ସିବିଏସସି ଦ୍ଵାଦଶ ପରୀକ୍ଷା ଫଳ । କମାଲ୍ କଲେ ଫିଜନ କଲେଜ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ସଦ୍ୟ ପ୍ରକାଶିତ ସିବିଏସସି ଦ୍ଵାଦଶ ପରୀକ୍ଷା ଫଳରେ ୯୩.୮ ପ୍ରତିଶତ ମାର୍କ ରଖି ଏ ପ୍ରଶାନ୍ତ ଫ୍ୟୁଜନ କଲେଜ ଟପ୍ପର ହୋଇଛନ୍ତି। ସେହିପରି ଦ୍ବିତୀୟରେ ସ୍ମୁର୍ତିଶ୍ରୀ ରଣା ୯୧.୨ ପ୍ରତିଶତ ମାର୍କ ରହିଥିବା ବେଳେ ନଜିଶ୍ମିତା ନାୟକ ୮୪.୮ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନରେ ରହିଛନ୍ତି ।

ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ସଫଳତା ହାସଲ କରିଥିବାରୁ ବିଦ୍ୟାଳୟର ଅଧ୍ୟକ୍ଷ ରବି ରାଜ ଏବଂ ସ୍କୁଲର ଅଧ୍ୟକ୍ଷ କୁମାର ନିଧି ସମସ୍ତ ଛାତ୍ରଛାତ୍ରୀ ତଥା ସ୍କୁଲର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

The post ପ୍ରକାଶ ପାଇଲା ସିବିଏସସି ଦ୍ଵାଦଶ ପରୀକ୍ଷା ଫଳ । କମାଲ୍ କଲେ ଫିଜନ କଲେଜ ଛାତ୍ରଛାତ୍ରୀ first appeared on Kanak News.