ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ସାଢେ ୧୧ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା ଓ ଭୁବନେଶ୍ୱର
ଭୁବନେଶ୍ୱର,୨୭/୦୪: ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ଝୁଲ ଖସୁଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି। ସକାଳ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ୩୮ ଡିଗ୍ରୀ ଉପରେ ୮ ସହର ତାପାମତ୍ରା ରେକର୍ଡ କରିଛି ଆଞ୍ଚିକ ପାଣିପାଗ ବିଭାଗ।ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ,ଭୁବନେଶ୍ୱରରେ ୪୧.୨ ଡିଗ୍ରୀ,କେନ୍ଦୁଝରରେ ୪୦.୬ ଡିଗ୍ରୀ, ବାଲେଶ୍ୱରରେ ୪୦.୧ ଡିଗ୍ରୀ, ସମ୍ବଲପୁରରେ ୪୦ଡିଗ୍ରୀ, ଚାନ୍ଦବାଲିରେ ୩୯.୬ ଡିଗ୍ରୀ ,ହୀରାକୁଦରେ ୩୯ ଡିଗ୍ରୀ, ରାଉରକେଲାରେ ୩୮.୬ ଡିଗ୍ରୀ, ଗୋପାଳପୁରରେ ୩୪.୪ଡିଗ୍ରୀ, ପୁରୀରେ ୩୪.୪ ଡିଗ୍ରୀ, ପାରାଦୀପରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।ଉଲ୍ଲେଖ ଯୋଗ୍ୟ ଯେ, ସକାଳ ୮ ଟା ୩୦ ସୁଦ୍ଧା ରେକର୍ଡ ହୋଇଛି ରାଜ୍ୟର ତାପମାତ୍ରା । ତାଳଚେରରେ ୩୬.୮ ଡିଗ୍ରୀ । କେନ୍ଦୁଝରର ତାପମାତ୍ରା ୩୪.୮ ଡିଗ୍ରୀ, ରାଉରକେଲା ତାପମାତ୍ରା ୩୪.୮ ଡିଗ୍ରୀ, ବଲାଙ୍ଗୀରର ତାପମାତ୍ରା ୩୪.୮ ଡିଗ୍ରୀ, ଭବାନୀପାଟଣାର ତାପମାତ୍ରା ୩୪ ଡିଗ୍ରୀ, ବାଲେଶ୍ୱରର ତାପମାତ୍ରା ୩୪ ଡିଗ୍ରୀ, ବୌଦ୍ଧର ତାପମାତ୍ରା ୩୪ ଡିଗ୍ରୀ, ଅନୁଗୁଳର ତାପମାତ୍ରା ୩୩.୬ ଡିଗ୍ରୀ, ଭୁବନେଶ୍ୱରର ତାପମାତ୍ରା ୩୩.୪ ଡିଗ୍ରୀ, ଜଗତସିଂହପୁର lଥାପମାତ୍ରା ୩୩.୪ ଡିଗ୍ରୀ, ଭଦ୍ରକର ତାପମାତ୍ରା ୩୩ ଡିଗ୍ରୀ, ଟିଟିଲାଗଡର ତାପମାତ୍ରା ୩୩ ଡିଗ୍ରୀ, କଟକର ତାପମାତ୍ର
ଭୁବନେଶ୍ୱର,୨୭/୦୪: ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ଝୁଲ ଖସୁଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି। ସକାଳ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ୩୮ ଡିଗ୍ରୀ ଉପରେ ୮ ସହର ତାପାମତ୍ରା ରେକର୍ଡ କରିଛି ଆଞ୍ଚିକ ପାଣିପାଗ ବିଭାଗ।
ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ,ଭୁବନେଶ୍ୱରରେ ୪୧.୨ ଡିଗ୍ରୀ,କେନ୍ଦୁଝରରେ ୪୦.୬ ଡିଗ୍ରୀ, ବାଲେଶ୍ୱରରେ ୪୦.୧ ଡିଗ୍ରୀ, ସମ୍ବଲପୁରରେ ୪୦ଡିଗ୍ରୀ, ଚାନ୍ଦବାଲିରେ ୩୯.୬ ଡିଗ୍ରୀ ,ହୀରାକୁଦରେ ୩୯ ଡିଗ୍ରୀ, ରାଉରକେଲାରେ ୩୮.୬ ଡିଗ୍ରୀ, ଗୋପାଳପୁରରେ ୩୪.୪ଡିଗ୍ରୀ, ପୁରୀରେ ୩୪.୪ ଡିଗ୍ରୀ, ପାରାଦୀପରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ, ସକାଳ ୮ ଟା ୩୦ ସୁଦ୍ଧା ରେକର୍ଡ ହୋଇଛି ରାଜ୍ୟର ତାପମାତ୍ରା । ତାଳଚେରରେ ୩୬.୮ ଡିଗ୍ରୀ । କେନ୍ଦୁଝରର ତାପମାତ୍ରା ୩୪.୮ ଡିଗ୍ରୀ, ରାଉରକେଲା ତାପମାତ୍ରା ୩୪.୮ ଡିଗ୍ରୀ, ବଲାଙ୍ଗୀରର ତାପମାତ୍ରା ୩୪.୮ ଡିଗ୍ରୀ, ଭବାନୀପାଟଣାର ତାପମାତ୍ରା ୩୪ ଡିଗ୍ରୀ, ବାଲେଶ୍ୱରର ତାପମାତ୍ରା ୩୪ ଡିଗ୍ରୀ, ବୌଦ୍ଧର ତାପମାତ୍ରା ୩୪ ଡିଗ୍ରୀ, ଅନୁଗୁଳର ତାପମାତ୍ରା ୩୩.୬ ଡିଗ୍ରୀ, ଭୁବନେଶ୍ୱରର ତାପମାତ୍ରା ୩୩.୪ ଡିଗ୍ରୀ, ଜଗତସିଂହପୁର lଥାପମାତ୍ରା ୩୩.୪ ଡିଗ୍ରୀ, ଭଦ୍ରକର ତାପମାତ୍ରା ୩୩ ଡିଗ୍ରୀ, ଟିଟିଲାଗଡର ତାପମାତ୍ରା ୩୩ ଡିଗ୍ରୀ, କଟକର ତାପମାତ୍ରା ୩୩ ଡିଗ୍ରୀ ଓ ଯାଜପୁରର ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ ହୋଇଛି ।