ପ୍ରଚାର ପାଇଁ ରାଜ୍ୟ ବିଜେପିର ଟିମ୍ ଫାଇଭ ଫର୍ମୁଲା
ଚର୍ଚ୍ଚାରେ ବିଜେପିର ଟପ୍ ଫାଇପ୍ ଲିଡରଙ୍କ ମିଳିତ ମାରାଥନ୍ କ୍ୟାମ୍ପେନ୍। କିଛି ଦିନ ତଳେ ପ୍ରେସମିଟ କରି ଏକା ସାଙ୍ଗରେ ସରକାରଙ୍କ ଉପରେ ବର୍ଷିଥିଲେ ମନମୋହନ, ବୈଜୟନ୍ତ, ଧର୍ମେନ୍ଦ୍ର, ଅପରାଜିତା ଆଉ ପ୍ରତାପ ଷଡଙ୍ଗୀ। ଆଉ ଆଜି ବି ଉପକୂଳ ଓଡ଼ିଶାର ୩ଟି ସ୍ଥାନରେ ମିଳିତ ପ୍ରଚାର ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ତୀବ୍ର ହମଲା କରିଛନ୍ତି ଏହି ପାଞ୍ଚ ନେତା।