ପ୍ରଚାର ଶେଷ ଦିନରେ ୩୬ ନମ୍ବର ଜୋନ ବିଜୁ ଜନତା ଦଳର ପ୍ରଚାର ଜୋରଦାର ।
ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ପ୍ରଚାର ଜୋରଦାର ବିଜୁ ଜନତା ଦଳ ପକ୍ଷରୁ ନୂଆ ମୁହଁ କୁ ସମସ୍ତେ ଚାହୁଁ ଥିବା ବେଳେ ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ଲୋକଙ୍କ କଥା ରେ ବିଶ୍ୱାସ ରଖି ନୂଆ ମୁହଁ କୁ ଦଳ ପ୍ରାର୍ଥୀ କରି ବିଜୁ ଜନତା ଦଳ କୁ ଆଶୀର୍ବାଦ ଦେବାକୁ ଆହ୍ବାନ କରିଛନ୍ତି ସମସ୍ତ ସଂଗଠକ ଏକ ହୋଇ ଦଳ ରେ କାମ କରୁଛନ୍ତି। ଏହି ନିର୍ବାଚନୀ ରେ ଦଳ ଅଭିମନ୍ୟୁ ସେଠୀ […] The post ପ୍ରଚାର ଶେଷ ଦିନରେ ୩୬ ନମ୍ବର ଜୋନ ବିଜୁ ଜନତା ଦଳର ପ୍ରଚାର ଜୋରଦାର । appeared first on Odisha.News.

ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ପ୍ରଚାର ଜୋରଦାର ବିଜୁ ଜନତା ଦଳ ପକ୍ଷରୁ ନୂଆ ମୁହଁ କୁ ସମସ୍ତେ ଚାହୁଁ ଥିବା ବେଳେ ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ଲୋକଙ୍କ କଥା ରେ ବିଶ୍ୱାସ ରଖି ନୂଆ ମୁହଁ କୁ ଦଳ ପ୍ରାର୍ଥୀ କରି ବିଜୁ ଜନତା ଦଳ କୁ ଆଶୀର୍ବାଦ ଦେବାକୁ ଆହ୍ବାନ କରିଛନ୍ତି ସମସ୍ତ ସଂଗଠକ ଏକ ହୋଇ ଦଳ ରେ କାମ କରୁଛନ୍ତି। ଏହି ନିର୍ବାଚନୀ ରେ ଦଳ ଅଭିମନ୍ୟୁ ସେଠୀ ଙ୍କୁ ପ୍ରାର୍ଥୀ କରିଥିବା ରୁ ସମସ୍ତ ଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ଯାହାକୁ ନେଇ ଆଗାମୀ ସାଧାରଣ ନିର୍ବାଚନ କର୍ମୀ ମାନେ ଯୁବ ବର୍ଗ, ମହିଳା ମାନଙ୍କ ସହୋଜୋଗ ରେ ନିର୍ବାଚନୀ ବୈତରଣୀ କୁ ପାର ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥର ଯୁବକ ମାନେ ଅଭିମନ୍ୟୁ ସେଠୀ ଙ୍କ ପାଇଁ ପ୍ରତି ଦିନ ଗାଁ ଗାଁ କୁ ଯାଇ ଦଳ ର ବିକାଶ ଯୋଜନା କୁ ଲୋକଙ୍କୁ ବେଶ ବୁଝାଉଛନ୍ତି। ମହିଳା ସଶକ୍ତିକରଣ ଦ୍ଵାରା ମାଆ ମାନେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି, ନୂଆ ଓ କାର୍ଯ୍ୟକ୍ରମ ଦ୍ବାରା ପିଲା ମାନେ ତାଙ୍କର କଳା କୌଶଳ ପ୍ରଦର୍ଶନ କରି ଆଗକୁ ବଢ଼ିବାରେ ବିଜୁ ଜନତା ଦଳର ସରକାର ସାହାଯ୍ୟ କରୁଛି ବୋଲି ଲୋକଙ୍କୁ ବୁଝାଇ ଭୋଟ ଭିକ୍ଷା କରୁ ଛନ୍ତି। ଆଜିର ମାରାଥନ ପ୍ରଚାରେ ୩୬ ନମ୍ବର ଜିଲ୍ଲାପରିଷଦ କୌଶଲ୍ୟା ସେଠୀ ଙ୍କ ସହ ବଞ୍ଚୋ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ପୂର୍ବତନ ସରପଂଚ ଶଶାଙ୍କ ଶେଖର ପୁହାଣ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ଙ୍କ ସହ ପଞ୍ଚୁଗୋଛିଆ ପଞ୍ଚାୟତ ସରପଞ୍ଚ ଦିନେଶ କୁମାର ସେଠୀ, ବଡରମ୍ପାସ୍ ପଞ୍ଚାୟତ ସରପଞ୍ଚ ରବୀନ୍ଦ୍ର କୁମାର ଜେନା ଙ୍କ ସହ ଅନେକ ବିଜୁ ଜନତା ଦଳର କର୍ମୀ ମାନେ ସାମିଲ ହୋଇଥିଲେ। ଉକ୍ତ କର୍ମୀ ମାନଙ୍କ ମଧ୍ୟରେ ଅକରୁଆ ପଞ୍ଚାୟତ ରେ ଚତୁର୍ଭୂଜ ସ୍ୱାଇଁ, ଆନନ୍ଦ ନାୟକ, ବିଶ୍ଵନାଥ ଖଟୁଆ, ବଞ୍ଚୋପଞ୍ଚାୟତ ରୁ ବରିଷ୍ଠ ବିଜେଡି ନେତା ମାର୍କଣ୍ଡ ଓଝା, ମନୋଜ ବରାଳ , ରବୀନ୍ଦ୍ର କୁମାର ସାମଲ, ପଞ୍ଚୁ ଗୋଛିଆ ରୁହ ରାମଚନ୍ଦ୍ର ସତପଥି, ସରପଞ୍ଚ ଦିନେଶ ସେଠୀ ଙ୍କ ସହ ସୁଲଣ ରୁ ସରପଞ୍ଚ ପ୍ରତିନିଧି ଦିଲ୍ଲୀପ କୁମାର ସା ଙ୍କ ଯୁବ ସମର୍ଥକ ଙ୍କ ସହ ଅନେକ ବିଜୁ ଜନତା ଦଳର କର୍ମୀ ମାନେ ଯୋଗ ଦେଇଥିଲେ।
The post ପ୍ରଚାର ଶେଷ ଦିନରେ ୩୬ ନମ୍ବର ଜୋନ ବିଜୁ ଜନତା ଦଳର ପ୍ରଚାର ଜୋରଦାର । appeared first on Odisha.News.