ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଆସିଲା ଏଡିଆର ରିପୋର୍ଟ: ଦଶମ ପାସ୍ କରି ନାହାନ୍ତି ୩ ପ୍ରାର୍ଥୀ
ଭୁବନେଶ୍ୱର,୪।୫: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ୬ ଜଣଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଠକେଇ, ଲାଞ୍ଚ ନେବା ମାମଲା ଥିବା ବେଳେ ୩୭ ଏମ୍ପି ପ୍ରାର୍ଥୀରୁ ୧୭ କୋଟିପତି, ମାଳବିକା ଦେବୀ ସବୁଠୁ ଧନୀ। କଳାହାଣ୍ଡି ଲୋକ ସଭା ପ୍ରାର୍ଥୀ ମାଳବିକାଙ୍କ ସମ୍ପତ୍ତି ୪୧ କୋଟି ୯୮ ଲକ୍ଷ। […] The post ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଆସିଲା ଏଡିଆର ରିପୋର୍ଟ: ଦଶମ ପାସ୍ କରି ନାହାନ୍ତି ୩ ପ୍ରାର୍ଥୀ appeared first on Dharitri Odia News.
ଭୁବନେଶ୍ୱର,୪।୫: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ୬ ଜଣଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଠକେଇ, ଲାଞ୍ଚ ନେବା ମାମଲା ଥିବା ବେଳେ ୩୭ ଏମ୍ପି ପ୍ରାର୍ଥୀରୁ ୧୭ କୋଟିପତି, ମାଳବିକା ଦେବୀ ସବୁଠୁ ଧନୀ। କଳାହାଣ୍ଡି ଲୋକ ସଭା ପ୍ରାର୍ଥୀ ମାଳବିକାଙ୍କ ସମ୍ପତ୍ତି ୪୧ କୋଟି ୯୮ ଲକ୍ଷ।
ଅନ୍ୟପଟେ, ଦଶମ ପାସ୍ କରି ନାହାନ୍ତି ୩ ପ୍ରାର୍ଥୀ, ଜଣେ ସ୍କୁଲ ମାଡ଼ି ନାହାନ୍ତି। ୭ ଜଣ ଦଶମ, ୫ ଜଣ ଦ୍ୱାଦଶ, ୧୦ ସ୍ନାତକ ଓ ୨ ଡକ୍ଟରେଟ ପାସ୍ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟ ପ୍ରାର୍ଥୀରୁ ୧୯ ପ୍ରତିଶତ ଅର୍ଥାତ ୭ ମହିଳା ଅଛନ୍ତି।
The post ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଆସିଲା ଏଡିଆର ରିପୋର୍ଟ: ଦଶମ ପାସ୍ କରି ନାହାନ୍ତି ୩ ପ୍ରାର୍ଥୀ appeared first on Dharitri Odia News.