ପ୍ରଥମ ଭାରତୀୟ ଭାବେ ଇଂଲଣ୍ଡ ବିପକ୍ଷରେ ବଡ଼ ରେକର୍ଡ କଲେ ଅଶ୍ୱିନ
ରାଞ୍ଚି,୨୩।୨: ରାଞ୍ଚିରେ ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରୁଥିବା ବେଳେ ଲଞ୍ଚ ସୁଦ୍ଧା ୨୪.୧ ଓଭରରେ ୫ ଉଇକେଟ୍ ହରାଇ ୧୧୨ ରନ କରିଛି। ଏହି ସମୟରେ ଅଶ୍ୱିନ ଇଂଲଣ୍ଡ ବିପକ୍ଷରେ ୧୦୦ ଟେଷ୍ଟ ଉଇକେଟ୍ ସମାପ୍ତ କରିଛନ୍ତି। ରାଞ୍ଚିରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଅଶ୍ୱିନ ଇଂଲଣ୍ଡ ବିପକ୍ଷରେ ଏହି ବିଶେଷ ରେକର୍ଡ କରିଛନ୍ତି। ଏହା କରି ଅଶ୍ୱିନ ପ୍ରଥମ ଭାରତୀୟ ବୋଲର […] The post ପ୍ରଥମ ଭାରତୀୟ ଭାବେ ଇଂଲଣ୍ଡ ବିପକ୍ଷରେ ବଡ଼ ରେକର୍ଡ କଲେ ଅଶ୍ୱିନ appeared first on Dharitri Odia News.
ରାଞ୍ଚି,୨୩।୨: ରାଞ୍ଚିରେ ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରୁଥିବା ବେଳେ ଲଞ୍ଚ ସୁଦ୍ଧା ୨୪.୧ ଓଭରରେ ୫ ଉଇକେଟ୍ ହରାଇ ୧୧୨ ରନ କରିଛି। ଏହି ସମୟରେ ଅଶ୍ୱିନ ଇଂଲଣ୍ଡ ବିପକ୍ଷରେ ୧୦୦ ଟେଷ୍ଟ ଉଇକେଟ୍ ସମାପ୍ତ କରିଛନ୍ତି। ରାଞ୍ଚିରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଅଶ୍ୱିନ ଇଂଲଣ୍ଡ ବିପକ୍ଷରେ ଏହି ବିଶେଷ ରେକର୍ଡ କରିଛନ୍ତି। ଏହା କରି ଅଶ୍ୱିନ ପ୍ରଥମ ଭାରତୀୟ ବୋଲର ହୋଇପାରିଛନ୍ତ। ଏହାପୂର୍ବରୁ ରାଜକୋଟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମାଧ୍ୟମରେ ଭାରତୀୟ ସ୍ପିନର ତାଙ୍କ କ୍ୟାରିୟରରେ ୫୦୦ତମ ଉଇକେଟ୍ ନେଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଅଶ୍ୱିନ ଏ ପର୍ଯ୍ୟନ୍ତ ତାଙ୍କ ନାମରେ ୧୧୪ ଉଇକେଟ୍ ରହିଛି।
The post ପ୍ରଥମ ଭାରତୀୟ ଭାବେ ଇଂଲଣ୍ଡ ବିପକ୍ଷରେ ବଡ଼ ରେକର୍ଡ କଲେ ଅଶ୍ୱିନ appeared first on Dharitri Odia News.