ପିକ୍ଅପ୍ ଧକ୍କାରେ ଚାଲିଗଲା ବାଇକ୍ ଚାଳକଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଭବାନୀପାଟଣା,୧ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ତୁରକେଲ ବ୍ରିଜ୍ ନିକଟରେ ପିକ୍ଅପ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ପୋଲ ତଳୁ ଖସି ମୃତ୍ୟୁବରଣ କରିଛନ୍ତି। ମୃତ ବାଇକ୍ ଆରୋହୀଙ୍କ ନାମ ଦୂତିକୃଷ୍ଣ ପଟେଲ ବୟସ( ୩୭) ଓ ସେ ମେଦିନୀ ପୁର ଗ୍ରାମର ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ସେଠାରେ ଚାପା ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଲୋକେ ୧୬ ନଂ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। […] The post ପିକ୍ଅପ୍ ଧକ୍କାରେ ଚାଲିଗଲା ବାଇକ୍ ଚାଳକଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ appeared first on Dharitri Odia News.
ଭବାନୀପାଟଣା,୧ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ତୁରକେଲ ବ୍ରିଜ୍ ନିକଟରେ ପିକ୍ଅପ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ପୋଲ ତଳୁ ଖସି ମୃତ୍ୟୁବରଣ କରିଛନ୍ତି। ମୃତ ବାଇକ୍ ଆରୋହୀଙ୍କ ନାମ ଦୂତିକୃଷ୍ଣ ପଟେଲ ବୟସ( ୩୭) ଓ ସେ ମେଦିନୀ ପୁର ଗ୍ରାମର ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ସେଠାରେ ଚାପା ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଲୋକେ ୧୬ ନଂ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ଯାହାଫଳରେ ଶତାଧିକ ଯାନବାହନ ଚଳାଚଳ କରି ନ ପାରି ଅଟକ ରହିଛି।
The post ପିକ୍ଅପ୍ ଧକ୍କାରେ ଚାଲିଗଲା ବାଇକ୍ ଚାଳକଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ appeared first on Dharitri Odia News.