ଜୟଆଲୁକ୍କାସର ଅତୁଳନୀୟ ଅଳଙ୍କାର ବିକ୍ରି ଅଫର

ଭୁବନେଶ୍ୱର,୮।୭ (ଅଭୟ ଦାଶ):ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ’ର ବହୁ ପ୍ରତୀକ୍ଷିତ ଅଫର ତଥା ଅତୁଳନୀୟ ଅଳଙ୍କାର ବିକ୍ରି ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅତୁଳନୀୟ ବିକ୍ରି ୨୦୨୪ ଜୁଲାଇ ୧୪ରେ ଶେଷ ହେବାକୁ ଯାଉଛି। ଏହି ଅଫର ଜରିଆରେ ଗ୍ରାହକ ବ୍ରାଣ୍ଡ୍‌ର ସୁନା, ହୀରା ଓ ମୂଲ୍ୟବାନ ରତ୍ନ ଏବଂ ରୁପା ଅଳଙ୍କାରର ମେକିଂ ଚାର୍ଜ ଉପରେ ଫ୍ଲାଟ ୫୦% ରିହାତି ପାଇପାରିବେ। ଉଲ୍ଲେଖଯୋଗ୍ୟ, ୨୦୨୪ ଜୁନ୍‌ରୁ ଆରମ୍ଭ ହୋଇଥିବା […] The post ଜୟଆଲୁକ୍କାସର ଅତୁଳନୀୟ ଅଳଙ୍କାର ବିକ୍ରି ଅଫର appeared first on Dharitri Odia News.

ଜୟଆଲୁକ୍କାସର ଅତୁଳନୀୟ ଅଳଙ୍କାର ବିକ୍ରି ଅଫର

ଭୁବନେଶ୍ୱର,୮।୭ (ଅଭୟ ଦାଶ):ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ’ର ବହୁ ପ୍ରତୀକ୍ଷିତ ଅଫର ତଥା ଅତୁଳନୀୟ ଅଳଙ୍କାର ବିକ୍ରି ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅତୁଳନୀୟ ବିକ୍ରି ୨୦୨୪ ଜୁଲାଇ ୧୪ରେ ଶେଷ ହେବାକୁ ଯାଉଛି। ଏହି ଅଫର ଜରିଆରେ ଗ୍ରାହକ ବ୍ରାଣ୍ଡ୍‌ର ସୁନା, ହୀରା ଓ ମୂଲ୍ୟବାନ ରତ୍ନ ଏବଂ ରୁପା ଅଳଙ୍କାରର ମେକିଂ ଚାର୍ଜ ଉପରେ ଫ୍ଲାଟ ୫୦% ରିହାତି ପାଇପାରିବେ। ଉଲ୍ଲେଖଯୋଗ୍ୟ, ୨୦୨୪ ଜୁନ୍‌ରୁ ଆରମ୍ଭ ହୋଇଥିବା ଏହି ଅତଳୁନୀୟ ଅଳଙ୍କାର ବିକ୍ରି ଅଫର ୨୦୨୪ ଜୁଲାଇ ୧୪ ପର୍ଯ୍ୟନ୍ତ ସମସ୍ତ ଜୟଆଲୁକ୍କାସ ଶୋ’ରୁମରେ ଉପଲବ୍ଧ।
ଏ ସମ୍ପର୍କରେ ଜୟଆଲୁକ୍କାସର ଚେୟାରମ୍ୟାନ ତଥା ଏମଡି ଜୟ ଆଲୁକ୍କାସ କହିଥିଲେ, ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆମର ଏହି ଅତୁଳନୀୟ ଅଳଙ୍କାର ବିକ୍ରି ଅତି ଭଲରେ ଜାରି ରହିଥିଲାବେଳେ ଗ୍ରାହକଙ୍କ ଆଦୃତ ଲାଭ ମଧ୍ୟ ହୋଇପାରିଛି। ଏପରିକି ଆମର ଗ୍ରାହକମାନେ ଏହାକୁ ଖୁସିର ସହିତ ସ୍ବାଗତ କରିଛନ୍ତି। ସେହିଭଳି ଅଳଙ୍କାର କିଣିବା ପାଇଁ ଆମର ଗ୍ରାହକମାନଙ୍କୁ ଏକ ସୁବର୍ଣ୍ଣ ସମୟ ପ୍ରଦାନ କରିବା ଆମ ପାଇଁ ପରମ ଆନନ୍ଦ ଆଣି ଦେଇଛି। ଏପରିକି ଏହି ଅଫର ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଥିବା ଯୋଗୁ ଆମେ ଚାହୁଁ ଯେ ସମସ୍ତେ ଏହି ଚତ୍ମକାର ଅଫରରୁ ଲାଭ ଉଠାନ୍ତୁ ଏବଂ ନିଜ ପ୍ରିୟ ଅଳଙ୍କାର ଗୁଡିକୁ ଅତୁଳନୀୟ ମୂଲ୍ୟରେ ନେଇ ଯାଆନ୍ତୁ।

The post ଜୟଆଲୁକ୍କାସର ଅତୁଳନୀୟ ଅଳଙ୍କାର ବିକ୍ରି ଅଫର appeared first on Dharitri Odia News.