ପ୍ରଥମଥର ସେଲୁନରେ କେଶ କାଟୁଥିଲେ କୁନିପୁଅ, ଏମିତି ପ୍ରତିକ୍ରିୟା ଦେଲେ ଯେ, ଭିଡିଓ ଦେଖିଲେ ହସିହସି ଗଡ଼ିବେ…
ଛୋଟ ପିଲାମାନଙ୍କର କେଶ କାଟିବା ସେଲୁନବାଲାଙ୍କ ପାଇଁ ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ ହୋଇଥାଏ। ଏହାର କାରଣ ହେଉଛି ପିଲାମାନେ ପ୍ରାୟତଃ ମୁଣ୍ଡ ଏପଟ ସେପଟ କରନ୍ତି। ଫଳରେ କଇଁଚିରେ କଟିଯିବାର ଭୟ ରହିଥାଏ। ଆଉ ବେଳେବେଳେ ପିଲାମାନଙ୍କୁ କେଶ କାଟିବା ସମୟରେ କୁତୁକୁତୁ ବି ଲାଗିଥାଏ। ଫଳରେ ସେମାନେ ହସିହସି ଗଡ଼ନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ପିଲାଟି କେଶ କାଟିବା ସମୟରେ ଏତେ ହସୁଛି ଯେ, ତା’ର ହସ ଦେଖିଲେ ଆପଣ […] The post ପ୍ରଥମଥର ସେଲୁନରେ କେଶ କାଟୁଥିଲେ କୁନିପୁଅ, ଏମିତି ପ୍ରତିକ୍ରିୟା ଦେଲେ ଯେ, ଭିଡିଓ ଦେଖିଲେ ହସିହସି ଗଡ଼ିବେ… appeared first on Dharitri Odia News.
ଛୋଟ ପିଲାମାନଙ୍କର କେଶ କାଟିବା ସେଲୁନବାଲାଙ୍କ ପାଇଁ ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ ହୋଇଥାଏ। ଏହାର କାରଣ ହେଉଛି ପିଲାମାନେ ପ୍ରାୟତଃ ମୁଣ୍ଡ ଏପଟ ସେପଟ କରନ୍ତି। ଫଳରେ କଇଁଚିରେ କଟିଯିବାର ଭୟ ରହିଥାଏ। ଆଉ ବେଳେବେଳେ ପିଲାମାନଙ୍କୁ କେଶ କାଟିବା ସମୟରେ କୁତୁକୁତୁ ବି ଲାଗିଥାଏ। ଫଳରେ ସେମାନେ ହସିହସି ଗଡ଼ନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ପିଲାଟି କେଶ କାଟିବା ସମୟରେ ଏତେ ହସୁଛି ଯେ, ତା’ର ହସ ଦେଖିଲେ ଆପଣ ବି ହସିିହସି ଗଡ଼ିବେ।
My heart can’t take this
Read More