ପ୍ରଥମେ ପୀୟୂଷ ତ୍ରିପାଠୀ ଆଉ ଏବେ ନରି ପଣ୍ଡା
ପ୍ରଥମେ ପୀୟୂଷ ତ୍ରିପାଠୀ ଆଉ ଏବେ ନରି ପଣ୍ଡା। ଯାତ୍ରା ମାଲିକଙ୍କ ମାଡ଼, ସିସିଟିଭି ଫୁଟେଜ୍ ଭାଇରାଲ ଆଉ ଏବେ ପୀୟୂଷ ଟଙ୍କା ଫେରାଇବା..ଯାତ୍ରା ଇଣ୍ଡଷ୍ଟ୍ରିର ଯେପରି ପିଛା ଛାଡ଼ୁନି ବିବାଦ। ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ପୀୟୂଷ ସିନା ଟଙ୍କା ଫେରାଇଦେଲେ, ବିବାଦ ସମାଧାନ ହେଇଗଲା ହେଲେ ନରୀଙ୍କ କ୍ଷେତ୍ରରେ କିନ୍ତୁ ସିଧା ବୟକଟ୍।