ପ୍ରଥମେ ବିକିଲେ ଘର, ଏବେ କିଣିଲେ ଦାମୀ କାର ; ୟୁଜର୍ସ କହିଲେ-ଫେକ୍ ଲେଡି

ମୁମ୍ଵାଇ ୩୦।୦୯: ମଣ୍ଡି ସାଂସଦ କଙ୍ଗନା ରଣାୱତ। ଅଭିନେତ୍ରୀ ତଥା ବିଜେପି ସାଂସଦ ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ତାଙ୍କ ଚଳଚ୍ଚିତ୍ର ଏମର୍ଜେନ୍ସି ପାଇଁ ଖବର ରହିଛନ୍ତି । ନିକଟରେ କଙ୍ଗନା କୃଷକମାନଙ୍କ ବିଷୟରେ ଏକ ବିବୃତ୍ତି ଥିଲେ । ଯାହାକୁ ନେଇ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ନିକଟରେ ସେ ମୁମ୍ବାଇର ପାଲି ହିଲରେ ଅବସ୍ଥିତ ତାଙ୍କ ବଙ୍ଗଳାକୁ ପ୍ରାୟ ୩୨ କୋଟିରେ ବିକ୍ରି କରିଛନ୍ତି। ବର୍ତ୍ତମାନ ସେ ଏକ ବିଳାସପୂର୍ଣ୍ଣ ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ଅଟୋବିଓଗ୍ରାଫି LWB କାର କିଣିଛନ୍ତି।ବର୍ତ୍ତମାନ ତାଙ୍କ ଚଳଚ୍ଚିତ୍ର ଏମର୍ଜେନ୍ସି ରିଲିଜ୍ ହୋଇନାହିଁ। ନିକଟରେ ଖବର ପ୍ରକାଶ ପାଇଥିଲା ଯେ ସେ ଏହି ଚଳଚ୍ଚିତ୍ରରେ ବିନିଯୋଗ ହୋଇଥିବା ଟଙ୍କାକୁ ଭରଣପୋଷଣ ପାଇଁ ନିଜର ବଙ୍ଗଳା ବିକ୍ରି କରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ୟୁଜର୍ସ ୩ କୋଟି ଟଙ୍କା ମୂଲ୍ୟର କାର କିଣିବା ଉପରେ 'ଫେକ୍‌ ଲେଡି' କମେଣ୍ଟ ଦେଇଛନ୍ତି। ଏଥି ସହିତ ତାଙ୍କ ପ୍ରଶଂସକମାନେ ଏକ ନୂତନ କାର କିଣିବା ପାଇଁ ସୋସିଆଲ ମିଡିଆରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କାରରେ ୩୦୦୦ ଲିଟର ହାଇ ପାୱାର ଇଞ୍ଜିନ୍ ରେଞ୍ଜ ରୋଭର ହେଉଛି ୫ ସିଟ୍ ବିଶିଷ୍ଟ ବିଳାସପୂର୍ଣ୍ଣ କାର। ଯାହା ମୁମ୍ବାଇରେ ୩.୮୧ କୋଟି ଟଙ୍କାରେ କମ୍ପାନୀ ପ୍ରଦାନ କରିଥାଏ । ଏହା ଏକ ସଂପୂର୍ଣ୍ଣ ଅଟୋମେଟିକ୍‌ କାର, ଯେଉଁଥିରେ ୩୦୦୦ ଲିଟର 

ପ୍ରଥମେ ବିକିଲେ ଘର, ଏବେ କିଣିଲେ ଦାମୀ କାର ; ୟୁଜର୍ସ କହିଲେ-ଫେକ୍ ଲେଡି

ମୁମ୍ଵାଇ ୩୦।୦୯: ମଣ୍ଡି ସାଂସଦ କଙ୍ଗନା ରଣାୱତ। ଅଭିନେତ୍ରୀ ତଥା ବିଜେପି ସାଂସଦ ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ତାଙ୍କ ଚଳଚ୍ଚିତ୍ର ଏମର୍ଜେନ୍ସି ପାଇଁ ଖବର ରହିଛନ୍ତି । ନିକଟରେ କଙ୍ଗନା କୃଷକମାନଙ୍କ ବିଷୟରେ ଏକ ବିବୃତ୍ତି ଥିଲେ । ଯାହାକୁ ନେଇ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ନିକଟରେ ସେ ମୁମ୍ବାଇର ପାଲି ହିଲରେ ଅବସ୍ଥିତ ତାଙ୍କ ବଙ୍ଗଳାକୁ ପ୍ରାୟ ୩୨ କୋଟିରେ ବିକ୍ରି କରିଛନ୍ତି। ବର୍ତ୍ତମାନ ସେ ଏକ ବିଳାସପୂର୍ଣ୍ଣ ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ଅଟୋବିଓଗ୍ରାଫି LWB କାର କିଣିଛନ୍ତି।

ବର୍ତ୍ତମାନ ତାଙ୍କ ଚଳଚ୍ଚିତ୍ର ଏମର୍ଜେନ୍ସି ରିଲିଜ୍ ହୋଇନାହିଁ। ନିକଟରେ ଖବର ପ୍ରକାଶ ପାଇଥିଲା ଯେ ସେ ଏହି ଚଳଚ୍ଚିତ୍ରରେ ବିନିଯୋଗ ହୋଇଥିବା ଟଙ୍କାକୁ ଭରଣପୋଷଣ ପାଇଁ ନିଜର ବଙ୍ଗଳା ବିକ୍ରି କରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ୟୁଜର୍ସ ୩ କୋଟି ଟଙ୍କା ମୂଲ୍ୟର କାର କିଣିବା ଉପରେ 'ଫେକ୍‌ ଲେଡି' କମେଣ୍ଟ ଦେଇଛନ୍ତି। ଏଥି ସହିତ ତାଙ୍କ ପ୍ରଶଂସକମାନେ ଏକ ନୂତନ କାର କିଣିବା ପାଇଁ ସୋସିଆଲ ମିଡିଆରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। 

କାରରେ ୩୦୦୦ ଲିଟର ହାଇ ପାୱାର ଇଞ୍ଜିନ୍

ରେଞ୍ଜ ରୋଭର ହେଉଛି ୫ ସିଟ୍ ବିଶିଷ୍ଟ ବିଳାସପୂର୍ଣ୍ଣ କାର। ଯାହା ମୁମ୍ବାଇରେ ୩.୮୧ କୋଟି ଟଙ୍କାରେ କମ୍ପାନୀ ପ୍ରଦାନ କରିଥାଏ । ଏହା ଏକ ସଂପୂର୍ଣ୍ଣ ଅଟୋମେଟିକ୍‌ କାର, ଯେଉଁଥିରେ ୩୦୦୦ ଲିଟର ହାଇ ପାୱାର ଇଞ୍ଜିନ୍ ପ୍ରଦାନ କରାଯାଇଛି . କାରରେ ସାତୋଟି ଆକର୍ଷଣୀୟ ରଙ୍ଗ ବିକଳ୍ପ ଉପଲବ୍ଧ ।  ଏଥିରେ ଏକ ଟଚ୍ ସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ସିଷ୍ଟମ୍ ଏବଂ ପଛ ସିଟରେ ଏକ ସ୍କ୍ରିନ୍ ଅଛି ।