ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବହେଳା ହେତୁ ଚାଲିଗଲା ଛାତ୍ରର ଜୀବନ
କାଲିମେଳା : ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବହେଳା ହେତୁ ଚାଲିଗଲା କୁନି ଛାତ୍ରର ଜୀବନ । ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ପୋଇବା ଓ ଗ୍ରାମବାସୀଙ୍କ ଉତ୍ତେଜନା ଦେଖାଯାଇଛି । ମୃତ୍ୟୁ ଛାତ୍ର ନାନ୍ଦିୱାଡା ଗ୍ରାମର ସୁକାନ୍ତ ମାଡି । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଧରମପାଲି ଆଶ୍ରମ ବିଦ୍ୟାଳୟର ଘଟଣା । ଛାତ୍ର ଜଣକ ରୋଗରେ ପୀଡିତ ହୋଇ ରହୁଥିଲା । ଅଭିଭାବକଙ୍କୁ ହସ୍ତାନ୍ତର କରୁନଥିଲେ ପ୍ରଧାନଶିକ୍ଷୟିତ୍ରୀ । ସ୍କୁଲରେ ଲାଗିରହିଛି ଉତ୍ତେଜନା । ଘଟଣା ସ୍ଥଳରେ […] The post ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବହେଳା ହେତୁ ଚାଲିଗଲା ଛାତ୍ରର ଜୀବନ appeared first on KNews Odisha.

କାଲିମେଳା : ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବହେଳା ହେତୁ ଚାଲିଗଲା କୁନି ଛାତ୍ରର ଜୀବନ । ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ପୋଇବା ଓ ଗ୍ରାମବାସୀଙ୍କ ଉତ୍ତେଜନା ଦେଖାଯାଇଛି । ମୃତ୍ୟୁ ଛାତ୍ର ନାନ୍ଦିୱାଡା ଗ୍ରାମର ସୁକାନ୍ତ ମାଡି । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଧରମପାଲି ଆଶ୍ରମ ବିଦ୍ୟାଳୟର ଘଟଣା । ଛାତ୍ର ଜଣକ ରୋଗରେ ପୀଡିତ ହୋଇ ରହୁଥିଲା ।
ଅଭିଭାବକଙ୍କୁ ହସ୍ତାନ୍ତର କରୁନଥିଲେ ପ୍ରଧାନଶିକ୍ଷୟିତ୍ରୀ । ସ୍କୁଲରେ ଲାଗିରହିଛି ଉତ୍ତେଜନା । ଘଟଣା ସ୍ଥଳରେ ପଡିଆ ବିଡ଼ିଓ, ପଡିଆ ଥାନା ଅଧିକାରୀ ଓ ଜିଲ୍ଲା ଡ଼ି ଡବ୍ଲୁ ଓ ଉପସ୍ଥିତ । ତଦନ୍ତ ପରେ ଅଧିକ ସୂଚନା ମିଳିବ କହିଛନ୍ତି ଡ଼ି ଡବ୍ଲୁ ଓ ।
The post ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବହେଳା ହେତୁ ଚାଲିଗଲା ଛାତ୍ରର ଜୀବନ appeared first on KNews Odisha.