ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଅଲିମ୍ପିକ୍ ପଦକ ବିଜେତା ଆଥଲେଟ୍ କର୍ଣ୍ଣମ ମଲ୍ଲେଶ୍ୱରୀ

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା  ଆଥଲେଟ୍ କର୍ଣ୍ଣମ ମଲ୍ଲେଶ୍ୱରୀ ଯମୁନାନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ଅବସରରେ ଯୁବ ଆଥଲେଟମାନଙ୍କୁ ପରାମର୍ଶ ଦେବା ପାଇଁ ତାଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡ଼ିଆ ପ୍ଳାଟଫର୍ମ  ‘ଏକ୍ସ’ରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ “ଗତକାଲି ଯମୁନାନଗରରେ ଅଲିମ୍ପିକ୍ ପଦକ ବିଜେତା ଏବଂ ପ୍ରସିଦ୍ଧ ଆଥଲେଟ୍ କର୍ଣ୍ଣମ ମଲ୍ଲେଶ୍ୱରୀଙ୍କୁ ଭେଟିଥିଲି। ଜଣେ କ୍ରୀଡାବିତ୍ ଭାବରେ ଭାରତ ତାଙ୍କ ସଫଳତା ପାଇଁ […]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଅଲିମ୍ପିକ୍ ପଦକ ବିଜେତା ଆଥଲେଟ୍ କର୍ଣ୍ଣମ ମଲ୍ଲେଶ୍ୱରୀ

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା  ଆଥଲେଟ୍ କର୍ଣ୍ଣମ ମଲ୍ଲେଶ୍ୱରୀ ଯମୁନାନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ଅବସରରେ ଯୁବ ଆଥଲେଟମାନଙ୍କୁ ପରାମର୍ଶ ଦେବା ପାଇଁ ତାଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡ଼ିଆ ପ୍ଳାଟଫର୍ମ  ‘ଏକ୍ସ’ରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ “ଗତକାଲି ଯମୁନାନଗରରେ ଅଲିମ୍ପିକ୍ ପଦକ ବିଜେତା ଏବଂ ପ୍ରସିଦ୍ଧ ଆଥଲେଟ୍ କର୍ଣ୍ଣମ ମଲ୍ଲେଶ୍ୱରୀଙ୍କୁ ଭେଟିଥିଲି। ଜଣେ କ୍ରୀଡାବିତ୍ ଭାବରେ ଭାରତ ତାଙ୍କ ସଫଳତା ପାଇଁ ଗର୍ବିତ। ଯୁବ ଆଥଲେଟମାନଙ୍କୁ ପରାମର୍ଶ ଦେବା ପାଇଁ ତାଙ୍କର ପ୍ରୟାସ ସମାନ ଭାବରେ ପ୍ରଶଂସନୀୟ।”