ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖିଲଜୀଙ୍କ ସହ ତୁଳନା କଲେ କେସିଆରଙ୍କ ପୁଅ
ନୂଆଦିଲ୍ଲୀ,୧୫ା୩: ଦିଲ୍ଲୀରେ କଥିତ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଶୁକ୍ରବାର ଭାରତ ରାଷ୍ଟ୍ର ସମିତି(କେସିଆର) ଙ୍କ ଝିଅ କେ କବିତା କୁମାରୀଙ୍କୁ ଗିରଫ କରିଛି। ଇଡି ଶୁକ୍ରବାର ହାଇଦ୍ରାବାଦରେ ତାଙ୍କ ଘରେ ଖୋଜାଖୋଜି କରିଥିଲା, ପରେ ତାଙ୍କୁ ଗିରଫ କରିଥିଲା। ସୂଚନା ଅନୁଯାୟୀ ଦୁଇ ଥର ସମାନ କରାଯିବା ସତ୍ୱେ କବିତା ପଚରାଉଚରାକୁ ଆସୁ ନଥିଲେ, ତେଣୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ଇଭି କବିତାଙ୍କ ଘରେ ପହଞ୍ଚିଲା, […] The post ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖିଲଜୀଙ୍କ ସହ ତୁଳନା କଲେ କେସିଆରଙ୍କ ପୁଅ appeared first on Dharitri Odia News.
ନୂଆଦିଲ୍ଲୀ,୧୫ା୩: ଦିଲ୍ଲୀରେ କଥିତ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଶୁକ୍ରବାର ଭାରତ ରାଷ୍ଟ୍ର ସମିତି(କେସିଆର) ଙ୍କ ଝିଅ କେ କବିତା କୁମାରୀଙ୍କୁ ଗିରଫ କରିଛି। ଇଡି ଶୁକ୍ରବାର ହାଇଦ୍ରାବାଦରେ ତାଙ୍କ ଘରେ ଖୋଜାଖୋଜି କରିଥିଲା, ପରେ ତାଙ୍କୁ ଗିରଫ କରିଥିଲା। ସୂଚନା ଅନୁଯାୟୀ ଦୁଇ ଥର ସମାନ କରାଯିବା ସତ୍ୱେ କବିତା ପଚରାଉଚରାକୁ ଆସୁ ନଥିଲେ, ତେଣୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ଇଭି କବିତାଙ୍କ ଘରେ ପହଞ୍ଚିଲା, ସେତେବେଳେ ଇଡି ଅଧିକାରୀମାନେ ତାଙ୍କ ଭାଇ କେ.ଟି.ଆର.ଙ୍କ ସହ ଯୁକ୍ତିତର୍କ କରିଥିଲେ। ବିଆରଏସ ଏମଏଲସି କବିତାଙ୍କ ବାସଭବନ ଭିତରୁ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓରେ ଇଡି ଏବଂ ବିଆରଏସ ନେତା କେଟିଆର ରାଓଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଚାଲିଥିବାର ଦେଖାଯାଇଛି। ଏହି ଭିଡିଓ ଅନୁଯାୟୀ, କେ.ଟି ରାମ ରାୟ ଏବଂ ଆଇଆରଏସ ଭାନୁ ପ୍ରିୟାଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳୁଛି।
ଏହି ଘଟଣା ପରେ କେତିଆରଙ୍କ ଦଳ ଦ୍ୱାରା ଏକ ବାର୍ତ୍ତା ଜାରି କରାଯାଇଛି। ଏଥିରେ କେ. କବିତା ଏବଂ ପରିବାର ସଦସ୍ୟ କହିଛନ୍ତି ଯେ ସେମାନେ ଇଡି ଅଧିକାରୀଙ୍କ ସହ ସମ୍ପୂର୍ଣ୍ଣ ସହଯୋଗ କରିବେ। ଦଳର ନେତାମାନେ କହିଛନ୍ତି ଯେ ସେମାନେ ଇଡି ଦ୍ୱାରା ବେଆଇନ ଗିରଫଦାରୀକୁ ଆଇନଗତ ଏବଂ ଶାନ୍ତିପୂର୍ଣ୍ଣ ତଥା ଗଣତାନ୍ତ୍ରିକ ଢଙ୍ଗରେ ମୁକାବିଲା କରିବେ।
The post ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖିଲଜୀଙ୍କ ସହ ତୁଳନା କଲେ କେସିଆରଙ୍କ ପୁଅ appeared first on Dharitri Odia News.