ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, ଚଣ୍ଡିଖୋଲରେ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତିର ସମୀକ୍ଷା କଲେ ପୋଲିସ ଡିଜି

ଚଣ୍ଡିଖୋଲ: ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଗ୍ରସ୍ତ ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସ୍ଥିତି ପରଖିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ଏହି କ୍ରମରେ ପୋଲିସ ଡିଜି ହେଲିପ୍ୟାଡ ଓ ସଭାସ୍ଥଳ ବୁଲି ଦେଖିବା ସହ ସ୍ଥିତି ସମୀକ୍ଷା କରିଛନ୍ତି। ପୋଲିସ ଡିଜିଙ୍କ ସହ ଅତିରିକ୍ତି ଡିଜି, IG, ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ବରିଷ୍ଠ ଅଧିକାରୀ ମୁତୟନ ହୋଇଛନ୍ତି। ଅତିରିକ୍ତ DG, ୪ ଜିଲ୍ଲାର SP, ୫ଟି କମାଣ୍ଡାଣ୍ଟ, ୫ଟି ବମ୍‌ ଡିସପୋଜାଲ ଟିମ, ୪୮ଟି ଆଣ୍ଟି ସ୍ପେସିଆଲ ଟେକ୍ନିକାଲ ୟୁନିଟ, ୩୨୦୦ରୁ ଉର୍ଦ୍ଧ୍ବ ବିଭିନ୍ନ ବିଭାଗର ପୋଲିସ ମୃତୟନ ହେବେ ବୋଲି ଡିଜି କହିଛନ୍ତି। ଆହୁରି ପଢ଼ନ୍ତୁ: ୫ରେ ଆସୁଛନ୍ତି ମୋଦୀ, ଏହି ସବୁ ପ୍ରକଳ୍ପର କରିବେ ଶିଳାନ୍ୟାସ ପ୍ରଧାନମନ୍ତ୍ରୀଙ୍କ ଗ୍ରସ୍ତରେ ବିଭିନ୍ନ ଉନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ କରିବା ସହ ସାଧାରଣ ସଭାରେ ଯୋଗଦେବେ। ଟ୍ରାଫିକ ବ୍ୟବସ୍ଥାକୁ ସୁଚାରୁ ଢଙ୍ଗରେ ପରିଚାଳନା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। The post ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, ଚଣ୍ଡିଖୋଲରେ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତିର ସମୀକ୍ଷା କଲ

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, ଚଣ୍ଡିଖୋଲରେ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତିର ସମୀକ୍ଷା କଲେ ପୋଲିସ ଡିଜି

ଚଣ୍ଡିଖୋଲ: ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଗ୍ରସ୍ତ ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସ୍ଥିତି ପରଖିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ଏହି କ୍ରମରେ ପୋଲିସ ଡିଜି ହେଲିପ୍ୟାଡ ଓ ସଭାସ୍ଥଳ ବୁଲି ଦେଖିବା ସହ ସ୍ଥିତି ସମୀକ୍ଷା କରିଛନ୍ତି।

ପୋଲିସ ଡିଜିଙ୍କ ସହ ଅତିରିକ୍ତି ଡିଜି, IG, ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ବରିଷ୍ଠ ଅଧିକାରୀ ମୁତୟନ ହୋଇଛନ୍ତି। ଅତିରିକ୍ତ DG, ୪ ଜିଲ୍ଲାର SP, ୫ଟି କମାଣ୍ଡାଣ୍ଟ, ୫ଟି ବମ୍‌ ଡିସପୋଜାଲ ଟିମ, ୪୮ଟି ଆଣ୍ଟି ସ୍ପେସିଆଲ ଟେକ୍ନିକାଲ ୟୁନିଟ, ୩୨୦୦ରୁ ଉର୍ଦ୍ଧ୍ବ ବିଭିନ୍ନ ବିଭାଗର ପୋଲିସ ମୃତୟନ ହେବେ ବୋଲି ଡିଜି କହିଛନ୍ତି।

ଆହୁରି ପଢ଼ନ୍ତୁ: ୫ରେ ଆସୁଛନ୍ତି ମୋଦୀ, ଏହି ସବୁ ପ୍ରକଳ୍ପର କରିବେ ଶିଳାନ୍ୟାସ

ପ୍ରଧାନମନ୍ତ୍ରୀଙ୍କ ଗ୍ରସ୍ତରେ ବିଭିନ୍ନ ଉନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ କରିବା ସହ ସାଧାରଣ ସଭାରେ ଯୋଗଦେବେ। ଟ୍ରାଫିକ ବ୍ୟବସ୍ଥାକୁ ସୁଚାରୁ ଢଙ୍ଗରେ ପରିଚାଳନା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

The post ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, ଚଣ୍ଡିଖୋଲରେ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତିର ସମୀକ୍ଷା କଲେ ପୋଲିସ ଡିଜି appeared first on Prameya News7.