ପ୍ରବଳ ଖରାରେ ବୃଦ୍ଧ ଙ୍କ ର ଚାଲିଗଲା ଜୀବନ।
କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ଅନ୍ତର୍ଗତ ବଡ ତୀରା ଗ୍ରାମର ଗଣନାଥ ନାୟକ (୭୬) ବୟସ ରେ ଜଙ୍ଗଲ ରୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ପ୍ରାଣ ହାନି ଘଟିଛି। ସୂଚନା ଅନୁସାରେ ଗଣନାଥ ନାୟକ ଅତ୍ୟନ୍ତ ଗରିବ ଶ୍ରେଣୀ ର ହୋଇଥିବା ବେଳେ ଜଙ୍ଗଲ ରୁ ଜାଳେଣି କାଠ ସଂଗ୍ରହ ପରିବାର ପ୍ରତିଦିନ ଆଣି ଚଳୁ ଥିବା ବେଳେ ସୋମବାର ପ୍ରବଳ ଗରମ ହେତୁ ତାଙ୍କର ସେ କାଠ ସଂଗ୍ରହ ବେଳେ ତାଙ୍କର […] The post ପ୍ରବଳ ଖରାରେ ବୃଦ୍ଧ ଙ୍କ ର ଚାଲିଗଲା ଜୀବନ। appeared first on Odisha.News.

କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ଅନ୍ତର୍ଗତ ବଡ ତୀରା ଗ୍ରାମର ଗଣନାଥ ନାୟକ (୭୬) ବୟସ ରେ ଜଙ୍ଗଲ ରୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ପ୍ରାଣ ହାନି ଘଟିଛି। ସୂଚନା ଅନୁସାରେ ଗଣନାଥ ନାୟକ ଅତ୍ୟନ୍ତ ଗରିବ ଶ୍ରେଣୀ ର ହୋଇଥିବା ବେଳେ ଜଙ୍ଗଲ ରୁ ଜାଳେଣି କାଠ ସଂଗ୍ରହ ପରିବାର ପ୍ରତିଦିନ ଆଣି ଚଳୁ ଥିବା ବେଳେ ସୋମବାର ପ୍ରବଳ ଗରମ ହେତୁ ତାଙ୍କର ସେ କାଠ ସଂଗ୍ରହ ବେଳେ ତାଙ୍କର ପ୍ରାଣ ବାୟୁ ଉଡ଼ି ଯାଇଥିଲା। ଯାହାକୁ ପରିବାର ଲୋକେ ସନ୍ଧ୍ୟା ସମୟରେ ପର୍ଯ୍ୟନ୍ତ ଘରକୁ ନ ଫେରିବା ପରେ ସମସ୍ତେ ଖୋଜାଖୋଜି କରିଥିଲେ ନପାଇ ଜଙ୍ଗଲ କୁ ଯାଇ ଥିବା ଦେଖିଥିଲେ ଯେ ଗଣ ନାଥ ଖରାରେ ପୁରା ରେ ସିଝି ଯାଇଥିଲେ ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।।
The post ପ୍ରବଳ ଖରାରେ ବୃଦ୍ଧ ଙ୍କ ର ଚାଲିଗଲା ଜୀବନ। appeared first on Odisha.News.