ପ୍ରବଳ ବର୍ଷା ଆଲର୍ଟ, ସବୁ ସ୍କୁଲ ଛୁଟି

ଭଦ୍ରକ,୨୫।୧୦: ବାତ୍ୟା ପରେ ଉପକୂଳ ଜିଲାରେ ଜାରି ରହିଛି ପ୍ରବଳ ବର୍ଷା। ବାତ୍ୟା ପରେ ତୁହାକୁ ତୁହା ବର୍ଷାରେ ବେହାଲ ହେଳାଣି ଉପକୂଳିଆ ଜିଲା। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଭଦ୍ରକରେ ପ୍ରବଳ ବର୍ଷା ହେବାର ସୂଚନା ରହିଛି। ତେଣୁ ଜିଲାର ସବୁ ସ୍କୁଲ କାଲି ବନ୍ଦ ରହିବ ବୋଲି ଘୋଷଣା ହୋଇଛି। ସୂଚନା ଅନୁଯାୟୀ, ଭଦ୍ରକରେ ଶନିବାର ସବୁ ସ୍କୁଲ-କଲେଜ ବନ୍ଦ ରହିବ। ପ୍ରଥମରୁ ଦ୍ୱାଦଶ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ। […] The post ପ୍ରବଳ ବର୍ଷା ଆଲର୍ଟ, ସବୁ ସ୍କୁଲ ଛୁଟି appeared first on Dharitri Odia News.

ପ୍ରବଳ ବର୍ଷା ଆଲର୍ଟ, ସବୁ ସ୍କୁଲ ଛୁଟି

ଭଦ୍ରକ,୨୫।୧୦: ବାତ୍ୟା ପରେ ଉପକୂଳ ଜିଲାରେ ଜାରି ରହିଛି ପ୍ରବଳ ବର୍ଷା। ବାତ୍ୟା ପରେ ତୁହାକୁ ତୁହା ବର୍ଷାରେ ବେହାଲ ହେଳାଣି ଉପକୂଳିଆ ଜିଲା। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଭଦ୍ରକରେ ପ୍ରବଳ ବର୍ଷା ହେବାର ସୂଚନା ରହିଛି। ତେଣୁ ଜିଲାର ସବୁ ସ୍କୁଲ କାଲି ବନ୍ଦ ରହିବ ବୋଲି ଘୋଷଣା ହୋଇଛି।

ସୂଚନା ଅନୁଯାୟୀ, ଭଦ୍ରକରେ ଶନିବାର ସବୁ ସ୍କୁଲ-କଲେଜ ବନ୍ଦ ରହିବ। ପ୍ରଥମରୁ ଦ୍ୱାଦଶ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ। ସରକାରୀ ସହ ବେସରକାରୀ ସ୍କୁଲ ମଧ୍ୟ ବନ୍ଦ ରହିବ ବୋଲି ଡିଇଓ ଚିଠିରେ କହିଛନ୍ତି। ପ୍ରବଳ ବର୍ଷା ଆଶଙ୍କା ଥିବାରୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି।

The post ପ୍ରବଳ ବର୍ଷା ଆଲର୍ଟ, ସବୁ ସ୍କୁଲ ଛୁଟି appeared first on Dharitri Odia News.